No Result
View All Result
ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ନୟାଗଡ ଜିଲ୍ଲା କଂଗ୍ରସ କମିଟି ସଭାପତି ସତ୍ୟବ୍ରତ ନାୟକ ଙ୍କ ଅଧକ୍ଷତା ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନ ସୃଜନ ଅଭିଯାନ ର ଅଖିଳଭାରତ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ତଥା ଦାଦ୍ରା ନଗର ହାବେଳୀ ର ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତିମହେଶ ଶର୍ମା ଯୋଗଦେଇ

ଅଖିଳ ଭାରତ କଂଗ୍ରେସ କମିଟି ଅଧକ୍ଷ ମାଲିକlର୍ଜୁନ ଖଡ଼ଗେ ଓ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତୃଣମୂଳ ସ୍ତରରୁ ସଂଗଠନ କୁ ସୁଦୃଢ କରିବା ସହ ତୃଣମୂଳ କଂଗ୍ରେସ କର୍ମକର୍ତା ଓ କର୍ମିକ ମତାମତରେ ଜିଲ୍ଲା ସଭାପତି ଚୟନ କରିବାପାଇଁ ସରାଭାରତବର୍ଷ ସବୁ ରାଜ୍ୟରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି, ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l
ନୟାଗଡ ଜିଲ୍ଲା ରେ ଆଠଦିନ ଧରି ଏହି କାର୍ଯ୍ୟକ୍ରମ ଚଳିବ l ପ୍ରତି ବ୍ଲକ NAC ରେ ଏହି ସଂଗଠନ ସୃଜନ ଅଭିଜନ କାର୍ଯ୍ୟକ୍ରମ ରେ ଜିଲ୍ଲାର ମିଡ଼ିଆ, ଓକିଲ, ବଣିକ ସଂଘ, ଶ୍ରମିକ ସଂଗଠନ, ଗଣ ସଂଗଠନ ର କାର୍ଯ୍ୟ କାର୍ଯ୍ୟକର୍ତା ମାନଙ୍କୁ ଭେଟି ସେମାନଙ୍କ ମତାମତ ଗ୍ରହଣ କରାଯିବ l ଓଡ଼ିଶା ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନ,
ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ଏହି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ହୋଇ ଜିଲ୍ଲା ରେ କଂଗ୍ରେସ୍ ସଂଗଠନ କିପରି ସୁଦୃଢ ହେବ ଏବଂ ବୁଥ ଲେବୁଲ ରୁ କଂଗ୍ରେସ କର୍ମୀ କଂଗ୍ରେସ୍ ପ୍ରତି ଆକ୍ରୁଷ୍ଟ ହୋଇ ସଂଗଠନ କୁ ଆଗେଇ ନେବେ ଏବଂ ନୟାଗଡ଼ ଜିଲ୍ଲା ରେ କଂଗ୍ରେସ୍ କିଭଳି ସୁଫଳ ହେବା ତାହା ସାମ୍ବାଦିକ ସମ୍ମିଳନୀ ରେ ଆଲୋକ ପାତ କରିଥିଲେ। ନୟାଗଡ଼ ଜିଲ୍ଲା ରେ ଜଣେକଂଗ୍ରେସ ସଭାପତି ହେବା ପାଇଁ ଯୋଉ ଆଲୋଚନା ଚାଲିଛି ତାର ଖୁବଶିଘ୍ର ସମାଧାନ ହେବ l ଏଥିରେ ଉପସ୍ଥିତ ଥିଲେ ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ସଭାପତି
ରଞ୍ଜିତ ଦାସ,ବରିଷ୍ଟ ନେତା ହୁସେନ ଖାନ, ମନୋଜ ସାହୁ, ବିଭୁ ପ୍ରସାଦ ମିଶ୍ର,ବୈଜନ୍ତି ମାଳା ମହାନ୍ତି,କମଳ ଲୋଚନ ସାହୁ, ଫକୀର ମଲ୍ହ,
ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ,ପୀତବାଶ ଖୁଣ୍ଟିଆ,ପ୍ରତୀକ ମହାପାତ୍ର, ପ୍ରକାଶ ନାୟକ, ନୟାଗଡ଼ ବ୍ଲକ୍ ଛାତ୍ର ନେତା ସରାଫତ ଖାନ୍, ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତି ପ୍ରକାଶ ରାଉତ,ଶାଶ୍ଵତ ରଞ୍ଜନ ପ୍ରଧାନ, ଓମ ପ୍ରଧାନ, ତାନିଶ ମହାନ୍ତି,। ପ୍ରମୁଖ ଉପସ୍ଥିତ ଥିଲେ l

No Result
View All Result