• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ଡିଜାଇନକ୍ୟାଫେର ପ୍ରଥମ ଏକ୍ସପେରିଏନ୍ସ ସେଂଟରର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
August 31, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଭୁବନେଶ୍ୱରରେ ଡିଜାଇନକ୍ୟାଫେର ପ୍ରଥମ ଏକ୍ସପେରିଏନ୍ସ ସେଂଟରର ଶୁଭାରମ୍ଭ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି:ପ୍ର ) :- ଭାରତର ଲୋକପ୍ରିୟ ହୋମ ଇଂଟେରିୟର ସଲ୍ୟୁଶନ୍ସ ବ୍ରାଣ୍ଡ ଡିଜାଇନକ୍ୟାଫେ ଭୁବନେଶ୍ୱରରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟରର ଶୁଭାରମ୍ଭ କରିଛି, ଯାହା ଏହାର ସର୍ବଭାରତୀୟ ସ୍ତରର ସମ୍ପ୍ରସାରଣ ଯୋଜନା ଏବଂ ଜାତୀୟସ୍ତରରେ ଏହାର ୧୯ତମ ଷ୍ଟୋରର ଉଦ୍‌ଘାଟନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ।

ପୁରସ୍କାରପ୍ରାପ୍ତ ଆର୍କିଟେକ୍ଟ ଓ ସହପ୍ରତିଷ୍ଠାତା ଗୀତା ରାମନନ ଓ ସିଜାନ ଭୋଜାନିଙ୍କ ଦ୍ୱାରା ସ୍ଥାପିତ ଡିଜାଇନକ୍ୟାଫେ ଏକ ଡିଜାଇନ-ପ୍ରଥମ, ଟେକ୍ନୋଲୋଜି-ସକ୍ଷମ ଆଭିମୁଖ୍ୟ ସହିତ ହୋମ ଇଂଟେରିୟରକୁ ଗଣତାନ୍ତ୍ରିତ କରିବା ପାଇଁ ବ୍ୟାପକ ସ୍ତରରେ ଲୋକପ୍ରିୟ ଅଟେ । ୨୦୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ଭୁବନେଶ୍ୱର ଏକ୍ସପେରିଏନ୍ସ ସେଂଟର ପର୍ସନାଲାଇଜ୍‌ଡ ହୋମ ଇଂଟେରିୟରର ଭବିଷ୍ୟତ ଦିଗରେ ଏକ ନିମଜ୍ଜିତ ଓ ଏକୀକୃତ ଯାତ୍ରା ପ୍ରଦାନ କରୁଛି,

ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ଏକ ସମ୍ପୂର୍ଣ୍ଣ ରୂପେ ଡିଜାଇନ ହୋଇଥିବା ୨ ବିଏଚକେ ସାମ୍ପଲ ଫ୍ଲାଟ, ମଡ୍ୟୁଲାର କିଚେନ, ୱାର୍ଡରୋବ, ବେଡରୁମ ଓ ଲିଭିଙ୍ଗ ଏରିଆ ପାଇଁ ଡିସ୍‌ପ୍ଲେ ଜୋନ, ୨୦% ଅଧିକ ସ୍ଥାନ ସହ ଡିଜାଇନ ସଲ୍ୟୁଶନ ଏବଂ ଡିଜାଇନକ୍ୟାଫେର ବିସ୍ତୃତ ରେଞ୍ଜର କଲେକ୍ସନରୁ ୪ଟି ମଡ୍ୟୁଲାର କିଚେନ ଯାହା ଭିନ୍ନ ଭିନ୍ନ ବଜେଟ ରେଞ୍ଜକୁ କଭର କରୁଛି ।

ଏହି ଷ୍ଟୋର ଶୁଭାରମ୍ଭ ସହିତ ଭୁବନେଶ୍ୱରର ବଢୁଥିବା ପରିବାର ଓ ନୂଆ ଘରମାଲିକମାନେ ଏବେ ୫୧,୦୪୦ରୁ ଅଧିକ ଡିଜାଇନ ସମ୍ଭାବନାକୁ ଅନ୍ୱେଷଣ କରିପାରିବେ, ଭାରତବ୍ୟାପୀ ୪୦୦ରୁ ଅଧିକ ବରିଷ୍ଠ, ଅତ୍ୟଧିକ ଦକ୍ଷ ଆର୍କିଟେକ୍ଟ ଓ ଇଂଟେରିୟର ଡିଜାଇନରଙ୍କ ଏକ ଟିମରୁ ଏକ୍ସପର୍ଟ ଡିଜାଇନରଙ୍କଠାରୁ ସିଧାସଳଖ ପରାମର୍ଶ ନେଇପାରିବେ ଏବଂ ପର୍ସନାଲାଇଜ୍‌ଡ ହୋମ ଇଂଟେରିୟର ସଲ୍ୟୁଶନ୍ସ ପାଇଁ 

ଡିଜାଇନକ୍ୟାଫେର ପ୍ରତିବଦ୍ଧତାକୁ ଅନୁଭବ କରିପାରିବେ ଯାହା ଓଡିଶାବାସୀଙ୍କ ସ୍ୱତନ୍ତ୍ର ଜୀବନଶୈଳୀ, ସଂସ୍କୃତି ଓ ମହତ୍ୱାକାଂକ୍ଷାକୁ ପ୍ରତିଫଳନ କରୁଛି । ହୋମ ଇଂଟେରିୟର ଶିଳ୍ପରେ ନୂଆ ମାନଦଣ୍ଡ ସ୍ଥିର କରିଥିବା ଡିଜାଇନକ୍ୟାଫେ ହେଉଛି ଏକମାତ୍ର ବ୍ରାଣ୍ଡ ଯାହା ଆଡଭାନ୍ସଡ ଜର୍ମାନ ମେସିନେରୀରେ ସୁସଜ୍ଜିତ ଏହାର ନିଜସ୍ୱ ୬୫୦୦୦ ବର୍ଗଫୁଟର ଅତ୍ୟାଧୁନିକ ଫ୍ୟାକ୍ଟ୍ରିର ପରିଚାଳନା କରୁଛି ଯାହା ତ୍ରୁଟିହୀନ ଫିନିଶ, ନିରନ୍ତର ଗୁଣବତା ଓ ୨୫ ବର୍ଷ ପର୍ଯ୍ୟନ୍ତ ୱାରେଂଟି ସୁନିଶ୍ଚିତ କରିଥାଏ ।

ପ୍ରତ୍ୟେକ ଘରର ୫୧ରୁ ଅଧିକ ଜଟିଳ ଗୁଣବତା ଯାଂଚ କରାଯାଇଥାଏ, ଏହା ଶୀର୍ଷ ସ୍ତରର ପାର୍ଟନରଙ୍କ ସାମଗ୍ରୀ ବ୍ୟବହାର କରିଥାଏ ଏବଂ ସ୍ପେଶ- ସେଭିଙ୍ଗ ଡିଜାଇନ ସଲ୍ୟୁଶନ ମାଧ୍ୟମରେ ୨୦% ଅଧିକ ସ୍ଥାନ ପ୍ରଦାନ କରିଥାଏ । ଏସମ୍ପର୍କରେ ସହ-ପ୍ରତିଷ୍ଠାତା ଗୀତା ରାମନନ ଓ ସିଜାନ ଭୋଜାନି କହିଛନ୍ତି , “ଆମେ ଭାରତର ମନ୍ଦିରମାଳିନୀ ସହର ଏବଂ ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭୁବନେଶ୍ୱରକୁ ଡିଜାଇନ କ୍ୟାଫେର ଡିଜାଇନ ଉଦ୍ଭାବନ ଓ ଗୁଣବତାର ସିଗ୍ନେଚର ମିଶ୍ରଣ ଆଣି ଗର୍ବିତ ।

ଏହି ନୂଆ ଏକ୍ସପେରିଏନ୍ସ ସେଂଟର ଭାରତର ଘର ମାଲିକଙ୍କ ପାଇଁ ବିଶ୍ୱସ୍ତରୀୟ ଇଂଟେରିୟରକୁ ଉପଲବ୍ଧ କରିବା ପାଇଁ ଆମର ଯାତ୍ରା କ୍ଷେତ୍ରରେ ଏକ ବଡ ସଫଳତାକୁ ଚିହ୍ନିତ କରୁଛି । ଆମେ ବର୍ତମାନ ପୂର୍ବ ଭାରତରେ ହଜାର ହଜାର ପରିବାର ଓ ସେମାନଙ୍କର ଘରଗୁଡିକୁ ରୂପାନ୍ତର କରିବାକୁ ଅପେକ୍ଷା କରିଛୁ , କାରଣ ଆମେ ଆମର ପର୍ସନାଲାଇଜ୍‌ଡ ଡିଜାଇନ ସଲ୍ୟୁଶନ ଓ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ସହିତ ଭାରତବ୍ୟାପୀ ଆମର ପହଂଚ ବିସ୍ତାର କରିଛୁ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬

ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬

June 16, 2026
ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

June 16, 2026
ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ

ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ

June 16, 2026
ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ

ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ

June 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬

ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬

June 16, 2026
ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

June 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version