ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) ପଦ୍ମପୁର :- ପଦ୍ମପୁର କୋଭିଡ କଟକଣା ର ସମସ୍ତ ନିୟମକୁ ପାଳନ କରି ପଦ୍ମପୁର ସହର ର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ ଯୋଜନାର ଦଶମ ଲକି ଡ୍ର ଉଠାଣ ହେଉଛନ୍ତି ପାଟଣାଗଡ ଶୁଭେନ୍ଦୁ ସେଠ । (ରିପୋର୍ଟ – ନିରୋଜ କୁମାର ପାଣୀ)