ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିରିଡି ଅଂଚଳର ପ୍ରତ୍ୟେକ ପୁର ପଲ୍ଲୀ ରେ ବୁଧବାର ଗଜାନନ ଙ୍କ ପୂଜା ଆରାଧନା ଶେଷହୋଇଛି l ବିଶେଷ କରି ଶିକ୍ଷାନୁଷ୍ଠାନ, ଦୋକାନ ବଜାର କ୍ଲବ ମାନଙ୍କରେ ଏହିପୂଜା ଦେଖିବାକୁ ମିଳିଥିଲା l

ପାଗର ପ୍ରତିକୂଳଯୋଗୁ ପୂଜାପେଣ୍ଡାଲ ଗୁଡିକରେ ହୋଇଥିବା ସାଜସଜା ଗୁଡିକ ଫିକା ପଡିଥିଲା l ଟିକେ ଛାଡି ଟିକେ ଛାଡି ବର୍ଷା ଲାଗିରହିଥିବାରୁ ଶ୍ରଦ୍ଧାଳୁ, ଭକ୍ତ, ଜନସାଧାରଣ ମାନେ ଠାକୁରଙ୍କୁ ବୁଲି ଦେଖି ପାରିନଥିଲେ l















