• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର : ଆଗାମୀ ପିଢ଼ି ବିଶ୍ୱାସ କରିବ ନାହିଁ …

Proprietor Abhimanyu Maharana by Proprietor Abhimanyu Maharana
August 26, 2025
in ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍
0
ରଣପୁର : ଆଗାମୀ ପିଢ଼ି ବିଶ୍ୱାସ କରିବ ନାହିଁ …
Share on FacebookShare on TwitterWhatsapp

ନବବାବୁ କହିଲେ – ମୁଁ ଟଙ୍କେ, ଟଙ୍କେ ମାଗି ତୁମକୁ ଦେବି, କିନ୍ତୁ ଏକଥା କହନି । ସୁରେନ୍ଦ୍ର ବାବୁ ମୁହଁ ଓହଳାଇ ଫେରିଲେ l

(ପୁସ୍ତକ : ‘ଏମିତି ଜଣେ ମୁଖ୍ୟମନ୍ତ୍ରୀ ଥିଲେ’ କିମ୍ୱା ‘ଅନିର୍ବାଣ’, ଲେଖକ – ପଦ୍ମଚରଣ ନାୟକ)

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଆଗାମୀ ପିଢ଼ି ବିଶ୍ୱାସ କରିବ ନାହିଁ, ହୁଏତ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଥିଲେ – ଯେ ନୟାଗଡ଼ ଗଲାବେଳେ ରଣପୁର ପାଖ ପୋଖରୀରେ ଲୋକଙ୍କୁ ଦଳକଢ଼ାରେ ସାହାଯ୍ୟ କରୁଥିଲେ, ଅନେକ ପ୍ରଗତିଶୀଳ ଲୋକଧର୍ମୀ ଆଇନ ଆଣିଥିବା ନବକୃଷ୍ଣ ଚୌଧୁରୀ (୧୯୦୧-୧୯୮୪) ଟାଣୁଆ ବ୍ୟକ୍ତି ନଥିଲେ କହିବା ଠିକ ନୁହେଁ । ପୁସ୍ତକ : ‘ଚୌଧୁରୀ’ (ପ୍ର. ବୀରେନ୍ଦ୍ର ନାୟକ)

ଆଗାମୀ ପିଢ଼ି ବିଶ୍ୱାସ କରିବ ନାହିଁ, ହୁଏତ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଥିଲେ- ଯେ ନୟାଗଡ଼ ଗଲାବେଳେ ରଣପୁର ପାଖ ପୋଖରୀରେ ଲୋକଙ୍କୁ ଦଳକଢ଼ାରେ ସାହାଯ୍ୟ କରୁଥିଲେ l (ପୁସ୍ତକ : ‘ଏମିତି ଜଣେ ମୁଖ୍ୟମନ୍ତ୍ରୀ ଥିଲେ’ କିମ୍ୱା ‘ଅନିର୍ବାଣ’, ଲେଖକ – ପଦ୍ମଚରଣ ନାୟକ) ଅନେକ ପ୍ରଗତିଶୀଳ ଲୋକଧର୍ମୀ ଆଇନ ଆଣିଥିବା ନବକୃଷ୍ଣ ଚୌଧୁରୀ (୧୯୦୧-୧୯୮୪) ଟାଣୁଆ ବ୍ୟକ୍ତି ନଥିଲେ କହିବା ଠିକ ନୁହେଁ ।

ଦୁର୍ନୀତି ବିରୋଧରେ ନବକୃଷ୍ଣଙ୍କର କଠୋର ଆଭିମୁଖ୍ୟ ରହିଥିଲା । କିରାଣୀଠାରୁ ଆରମ୍ଭ କରି ସଚିବଙ୍କୁ ଖୁସି ରଖୁଥିବା ଜଣେ ଖଣି ମାଲିକ ୬ ଲକ୍ଷ ଟଙ୍କା ଜୋରିମାନା ସହ ଦଳ ପାଇଁ ୬ ଲକ୍ଷ ଟଙ୍କା ଦେବେ ବୋଲି କଂଗ୍ରେସ ସମ୍ପାଦକ ସୁରେନ୍ଦ୍ର ପଟ୍ଟନାୟକଙ୍କ ଜରିଆରେ ଖବର ପଠାଇବା ପରେ ସଂପୃକ୍ତ ଖଣି ମାଲିକଙ୍କ ନାଁ ଶୁଣୁଶୁଣୁ ଚିହିଁକି ଉଠିଲେ ନବକୃଷ୍ଣ ।  କହିଲେ -‘That scoundrel, he has spoiled entire administration and now wants to spoil the Congress organisation. I will smash that fellow.

ସୁରେନ୍ଦ୍ର ମୋତେ ମୋଟେ ସେକଥା କୁହନି । ମୁଁ ମୋଟେ ତାକୁ ଛାଡ଼ିବି ନାହିଁ ।’ ସୁରେନ୍ଦ୍ର ବାବୁ କହିଲେ – ଦୁଇ ଦୁଇଟା ବାଇ-ଇଲେକ୍ସନ ଅଛି, କେଉଁଠୁ ପଇସା ଆସିବ..?

ନବବାବୁ କହିଲେ – ମୁଁ ଟଙ୍କେ, ଟଙ୍କେ ମାଗି ତୁମକୁ ଦେବି, କିନ୍ତୁ ଏକଥା କହନି । ସୁରେନ୍ଦ୍ର ବାବୁ ମୁହଁ ଓହଳାଇ ଫେରିଲେ, କହିଲେ- ‘ଇଏ (ନବବାବୁ) idealist ହେଉଛନ୍ତି practical କଥା ବୁଝୁନାହାନ୍ତି ।’ ଏହି ଘଟଣା ଆଜି ସ୍ମରଣ କଲାବେଳକୁ ଓଡ଼ିଶାରେ ରାଜନୀତିରେ ଟଙ୍କାର ପ୍ରାବଲ୍ୟ ଓ ନବକୃଷ୍ଣଙ୍କ ଭିନ୍ନ କିସମର ରାଜନୀତି ସମ୍ପର୍କରେ ଆଭାସ ମିଳୁନାହିଁ କି..?

ଚିତ୍ତରଂଜନ ଦାସଙ୍କ ଭାଷାରେ : ‘ହାତୀ ଚିହ୍ନ ପାଇବାକୁ ଯାଇ ହାତୀଶାଳାରୁ ଯେକୌଣସି ଗୋଟିଏ ହାତୀକୁ ଦେଖାଇବା ପରି ନବକୃଷ୍ଣ ଚୌଧୁରୀଙ୍କୁ ଆମେ କଦାପି ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଜଣେ ବୋଲି ଦେଖାଇପାରିବା ନାହିଁ ।’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିପାଟଣାର ଛାତ୍ର ଅଂଶୁମାନ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲାର ଟପର୍

ବାଲିପାଟଣାର ଛାତ୍ର ଅଂଶୁମାନ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲାର ଟପର୍

May 4, 2026
୫୮ ତମ ବାର୍ଷିକ ଉତ୍ସବ ଓ ପୂର୍ଣାନନ୍ଦ ଭକ୍ତ ସମ୍ମିଳନୀ

୫୮ ତମ ବାର୍ଷିକ ଉତ୍ସବ ଓ ପୂର୍ଣାନନ୍ଦ ଭକ୍ତ ସମ୍ମିଳନୀ

May 4, 2026
ଆଜି ତିନିରଥ ନାହାକା ତୁମ୍ବ ଅଖ ବିନ୍ଧରେ ପନ୍ଦାରି ଏବଂ ବଳା ପିନ୍ଧା ଅନୁକୂଳ ସମ୍ପନ୍ନ

ଆଜି ତିନିରଥ ନାହାକା ତୁମ୍ବ ଅଖ ବିନ୍ଧରେ ପନ୍ଦାରି ଏବଂ ବଳା ପିନ୍ଧା ଅନୁକୂଳ ସମ୍ପନ୍ନ

May 4, 2026
Hectic Preparations on for 8th Raja Mahotsava in Gurugram

ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିପାଟଣାର ଛାତ୍ର ଅଂଶୁମାନ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲାର ଟପର୍

ବାଲିପାଟଣାର ଛାତ୍ର ଅଂଶୁମାନ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲାର ଟପର୍

May 4, 2026
୫୮ ତମ ବାର୍ଷିକ ଉତ୍ସବ ଓ ପୂର୍ଣାନନ୍ଦ ଭକ୍ତ ସମ୍ମିଳନୀ

୫୮ ତମ ବାର୍ଷିକ ଉତ୍ସବ ଓ ପୂର୍ଣାନନ୍ଦ ଭକ୍ତ ସମ୍ମିଳନୀ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version