• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବର୍ଷା ଅଭାବରୁ ବାଙ୍କୀ ଉପଖଣ୍ଡରେ ରୁଆ ପୋତା ପ୍ରଭାବିତ

Proprietor Abhimanyu Maharana by Proprietor Abhimanyu Maharana
August 24, 2025
in ଓଡ଼ିଶା, କଟକ, ହୋମ୍
0
ବର୍ଷା ଅଭାବରୁ ବାଙ୍କୀ ଉପଖଣ୍ଡରେ ରୁଆ ପୋତା ପ୍ରଭାବିତ
Share on FacebookShare on TwitterWhatsapp

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଉପଖଣ୍ଡରେ ଖରିଫ୍ ଧାନ ଚାଷ ପାଇଁ ଚଳିତ ବର୍ଷ ଆବଶ୍ୟକୀୟ ବର୍ଷା ହୋଇନଥିବାରୁ ଚାଷ କାର୍ଯ୍ୟ ବିଶେଷତଃ ରୁଆପୋତା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି । ବାଙ୍କୀ ବ୍ଲକର ୨୦ଗୋଟି ପଂଚାୟତ, ଡମପଡ଼ା ବ୍ଲକର ୧୭ଗୋଟି ପଂଚାୟତ ଓ ବାଙ୍କୀ ବିଜ୍ଞାପିତ ପରିଷଦ ଅଞ୍ଚଳର ୧୭ଟି ୱାର୍ଡରେ ହେବାକୁ ଥିବା ଧାନଚାଷ ବର୍ଷାର ସମ୍ପୂର୍ଣ୍ଣ ଅଭାବରୁ ଅଦ୍ୟାବଧି ଚାଷୀମାନେ ରୁଆପୋତା କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରୁ ନାହାନ୍ତି । ଏପରିକି ପକାଯାଇଥିବା ତଳି ମଧ୍ୟ ପାକଳ ହୋଇ ନାଲି ପଡିଗଲାଣି । ଏହାର ପ୍ରତ୍ୟେକ୍ଷ ତଦନ୍ତ ପାଇଁ ବାଙ୍କୀ କୃଷି ବିଭାଗ ସମ୍ପୂର୍ଣ୍ଣ ନିରବ । ଜଣାପଡେ ବାଙ୍କୀରେ ଚାଷୀ ଓ ଚାଷ କାର୍ଯ୍ୟର ଉନ୍ନତି ପାଇଁ ସତେ ଯେପରି କୃଷି ବିଭାଗର କର୍ମଚାରୀ ନାହାଁନ୍ତି ।

ବର୍ଷା ଅଭାବରୁ ପୋଖରୀ ବନ୍ଧ ଏବଂ କ୍ଷୁଦ୍ର ଜଳସେଚନ ବିଭାଗର ପ୍ରକଳ୍ପରେ ଜଳ ନଥିବାରୁ ଚାଷୀମାନେ ଚେଷ୍ଟା କଲେ ମଧ୍ୟ କେନାଲ୍ ପମ୍ପ୍ ଦ୍ୱାରା ଜଳ ବ୍ୟବହାର କରି ଚାଷ କାର୍ଯ୍ୟ କରିପାରୁ ନାହାନ୍ତି । ବାଙ୍କୀରେ ଥିବା ହାତଗଣତି ସ୍ୱଳ୍ପ ଉଠାଜଳସଚେନ ପ୍ରକଳ୍ପ ମଧ୍ୟରୁ ଅନେକ ଅଚଳ ଥିବାରୁ ତାହା ମଧ୍ୟ ଚାଷୀଙ୍କ ଚାଷ କାର୍ଯ୍ୟରେ ବାଧକ ସାଜିଛି । ବିଶେଷତଃ ବାଙ୍କୀ ବ୍ଲକର ପଶ୍ଚିମ ବାଙ୍କୀର କାଳିପୋଇ, ବଳଭଦ୍ରପୁର, ଜଗନ୍ନାଥପୁର, ବରପୁଟ, ବୈଦ୍ୟେଶ୍ୱର, ନୂଆଗାଁ, କେନ୍ଦୁପଲ୍ଲୀ, ପୁଇଁଚା, ଅନୁଆରୀ , ଗୋଳାଗଣ୍ଡ, କଳାପଥର ଓ ଡମପଡ଼ା ବ୍ଲକରେ ବିଲିପଡା, ଶିମିଳିପୁର, ହରିରାଜପୁର, ଭେଡରାମଚନ୍ଦ୍ରପୁର, ରଗଡି,

ଗୋପାଳପୁର, ପାଟପୁର, ନରଗାଙ୍ଗ ପ୍ରମୁଖ ପଂଚାୟତ ଗୁଡିକରେ ବର୍ଷା ଅଭାବ ଜନିତ ସମସ୍ୟାରୁ ରୁଆପୋତା କାର୍ଯ୍ୟ ସମ୍ପୂର୍ଣ୍ଣ କରିନପାରି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପଟେ ବାଙ୍କୀ ଚାଷୀ ଚଳିତ ବର୍ଷ ସମବାୟ ବ୍ୟାଙ୍କ ମାଧ୍ୟମରେ ଖରିଫ୍ ରୁଣ କରି ତଥା ହାତ ଉଦ୍ଧାରି ମାଧ୍ୟମରେ ଟଙ୍କା ରୁଣ କରି ବିହନ କିଣା ଠାରୁ ଟ୍ରାକ୍ଟର ଭଡା ପର୍ଯ୍ୟନ୍ତ ଖର୍ଚ୍ଚକୁ କିପରି ଭରଣା କରିବେ ସେ ଚିନ୍ତାରେ । ଭାଦ୍ରବ ମାସ ଅଧା ହେବାକୁ ବସିଲାଣି । ଦିନେ ଦୁଇଦିନ ମଧ୍ୟରେ ଆବଶ୍ୟକ ବର୍ଷା ନହେଲେ ବାଙ୍କୀ ଉପଖଣ୍ଡରେ ଖରିଫ୍ ଧାନ ଚାଷ ସମ୍ପୂର୍ଣ୍ଣ ସଫଳ ହେବା ଆଶା କମ୍ ଓ ଧାନ ଚାଷ ଉପରେ ନିର୍ଭର କରୁଥିବା ସମସ୍ତ ବାଙ୍କୀର ଚାଷୀ ପରିବାର ଚଳିତ ବର୍ଷ ଜୀବନ ଜୀବିକା ନିର୍ବାହ କରିବା କଷ୍ଟ ହେବ ।

ଏଣୁ ଏବେ ଠାରୁ ଏହାର ବିକଳ୍ପ ସ୍ୱରୂପ ଜିଲ୍ଲା ପ୍ରଶାସନ ଓ ବାଙ୍କୀ ଉପଖଣ୍ଡ ପ୍ରଶାସନ ପ୍ରତ୍ୟେକ୍ଷ ତଦନ୍ତ କରି ଚଳିତ ବର୍ଷ ସମଗ୍ର ବାଙ୍କୀ ଚାଷୀ କରିଥିବା ଋଣ ଛାଡ କରିବା ସହ ଆଗାମୀ ଦିନରେ ବିକଳ୍ପ ଚାଷ ପାଇଁ ଆବଶ୍ୟକୀୟ ବିହନ ଓ ସାର ସୁଲଭ ମୂଲ୍ୟରେ ରାଜ୍ୟ ସରକାର ଯୋଗେଇ ଦେବାକୁ ବିଶିଷ୍ଟ କୃଷକ ନେତା ତଥା ବାଙ୍କୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ କାହ୍ନୁଚରଣ ସିଂହ ଓ ଚାଷୀ ନେତ୍ରୀ ମିନତୀ ମହାପାତ୍ର ଦ୍ରୁଢ଼ ଦାବି କରିଛନ୍ତି । ଏ ସମ୍ପର୍କ ରେ ବାଙ୍କୀ କୃଷି ଅଧିକାରୀ ଙ୍କୁ ଫୋନ ରେ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ତାଙ୍କ ଫୋନ ସୁଇଜ ଅଫ ଥିଲା । ସୂଚନା ଯୋଗ୍ୟ ବାଙ୍କୀ କୃଷି ଅଧିକାରୀ ସପ୍ତାହ ରେ ବହୁ ଦିବସ ବାଙ୍କୀ ରେ ଅନୁପସ୍ଥିତ ଯାହା ଫଳରେ ସାଧାରଣ ଚାଷୀ ଟେ ତା ସମସ୍ୟା ତାଙ୍କୁ ଜଣେଇ ପାରୁ ନାହିଁ। ଏଥିପ୍ରତି ସରକାର ନଜର ଦେବାକୁ ବିଭିନ୍ନ ମହଲ ରେ ଦାବି ଜୋର ଧରିଲାଣି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

July 27, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ  ମାସର  ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ  ମାସର  ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା

July 27, 2026
ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ

ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ

July 27, 2026
ଛାତ୍ରଛାତ୍ରୀଙ୍କ ଇଂଡକ୍ସନ କାର୍ଯ୍ୟକ୍ରମ

ଛାତ୍ରଛାତ୍ରୀଙ୍କ ଇଂଡକ୍ସନ କାର୍ଯ୍ୟକ୍ରମ

July 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

July 27, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ  ମାସର  ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ  ମାସର  ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା

July 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version