ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ଭୁବନେଶ୍ୱର ସହର ଭିତରେ ପଶିଲା ହାତୀ , ଖଣ୍ଡଗିରି ଭରତପୁର ଜିଏ କଲୋନୀରେ ପଶିଲା ଦନ୍ତା ହାତୀ, ଘର ପାଚେରି ଭାଙ୍ଗିବା ସହ କଦଳୀ ଗଛ ଉପାଡ଼ି ପକାଇଲା ହାତୀ ଦନ୍ତା ହାତୀକୁ ଘଉଡ଼ାଇବା ପାଇଁ ବନ ବିଭାଗର ପ୍ରୟାସ .(ରିପୋର୍ଟ /ମନୋଜ ସ୍ୱାଇଁ )