ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ରଣପୁର ନିକଟ ବର୍ତ୍ତୀ ଲୋଧାଚୁଆ ଛକରେ ଭାରସାମ୍ୟ ହରାଇ ଧାନ ବିଲକୁ ଓଳିଟିଲା ଦ୍ରୁତଗାମୀ ହାଇୱ ଚାଳକ ଓ ହେଲପର କାଚ ଗୁରୁତର । ଉଭୟ ଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ ।

ଚାଳକ ଓ ହେଲପର ଦିହିଁଙ୍କ ଆବସ୍ଥାତ ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି । ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଭାରସାମ୍ୟ ହରାଇ ଧାନ ବିଲକୁ ଓଲଟିଲା ହାଇୱା । ଚାଳକ ଗୁରୁତର । ଅବସ୍ଥାରେ ରଣପୁର ମେଡିକାଲ ରୁ ଭୁବନେଶ୍ବର କୁ ସ୍ଥାନାନ୍ତର ।