No Result
View All Result
ସମ୍ବଲପୁର (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରଖ୍ୟାତ ଗୀତିକବି, ନାଟ୍ୟକାର ବିନୋଦ କୁମାର ପଶାୟତ ଇହଧାମରେ ଆଉ ନାହାନ୍ତି l ଆଜି ସକାଳ 10.30 ମିନିଟରେ ସେନପାର୍କ ସ୍ଥିତ ତାଙ୍କର ବାସ ଭବନରେ ଇହଲୀଳା ସମ୍ବରଣ କଲେ l ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କର ପୁତ୍ର କମଳଜିତ୍, ଦୁଇ ପୁତ୍ର ବଧୁ, ଝିଅ, ଜୋଇଁ, ନାତି,ନାତୁଣୀ ଉପସ୍ଥିତ ଥିଲେ l ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷ କୃତ୍ୟ ସମ୍ପାଦିତ ହୋଇଥିଲା l

Rairhakhol ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ,ପୂର୍ବତନ ମନ୍ତ୍ରୀ ରୋହିତ୍ ପୂଜାରୀ ,ସମ୍ବଲପୁରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବିଶିଷ୍ଟ ବ୍ୟକ୍ତି ଶ୍ରୀ ପଶାୟତ ଙ୍କ ଶେଷ ଦର୍ଶନ କରିଥିଲେ l ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ର ଅଧିକାରୀ, ଓଡିଶା ସାଂସ୍କୃତିକ ସମାଜର ସଭାପତି ପରେଶ ଚନ୍ଦ୍ର ଦାନି,ହୀରାଖଣ୍ଡ ସାମ୍ମୁଖ୍ୟର ସଭାପତି ରାମାନୁଜ ପଣ୍ଡା, ଉତ୍ସର୍ଗର ସୂର୍ଯ୍ୟ ପାଣିଗ୍ରାହୀ,କଲାମ ପରିବାର ମୁଖ୍ୟ tafizul ହୁସେନ, ପଶ୍ଚିମାଞ୍ଚଳ ଏକତା ମଞ୍ଚର ଭବାନୀ ଭୋଇ,Sambalpur zilla ସନଡେ group, ବାରିକ ସମାଜ, ABCD charitable trust, ra ସଦସ୍ୟମାନେ upasthita ଥିଲେ l

No Result
View All Result