No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଶିମିଳିପୁର ସେବାସମବାୟ ସମିତି ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ସମିତିର ସଭାପତି ବିଭୂପ୍ରସାଦ ସାମଲ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ନିର୍ଦ୍ଦେଶକ ଗୋବର୍ଦ୍ଧନ ନାୟକ ବୈକୁଣ୍ଠ ନାୟକ, ପ୍ରମୋଦ ସାହୁ,
ସମିତିର ସଂପାଦକ ଫକୀର ନାୟକ, ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବାଙ୍କୀର ସର୍ବପୁରାତନ ପଲ୍ଲୀବିକାଶ କ୍ଲବର ସଂପାଦକ ବିଭୂପ୍ରସାଦ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ କ୍ଲବର ସଦସ୍ୟ ବୈକୁଣ୍ଠ ନାୟକ , ଅଜୟ ନାୟକ, ଚିନ୍ମୟ ନାୟକ, ଅନୀଲ୍ ବେହେରା, ଇପୁନା ନାୟକ ପ୍ରମୁଖ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ ଜଣାଇଥିଲେ ।

No Result
View All Result