No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ବିବେକାନନ୍ଦ ସ୍କୁଲ ପରିସରରେ ୭୯ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତକାକୁ ଉତ୍ତୋଳନ କରାଯାଇଥିଲା । ସ୍କୁଲ ପରିଚାଳନା କମିଟି ସଂପାଦକ ସନ୍ତୋଷ କୁମାର ରଣା ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭ୍ୟ ପ୍ରଶାନ୍ତ ମହାପାତ୍ର, ରମେଶ ବେହେରା, ପ୍ରସନ୍ନ ବେହେରା, ସତ୍ୟନାରାୟଣ ସାହୁ, ଅଧ୍ୟକ୍ଷା ପ୍ରୀତିମଞ୍ଜରି ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତୀ ଓ ଛାତ୍ରଛାତ୍ରୀ ଯୋଗଦେଇ ଜାତୀୟପତାକାକୁ ସମ୍ମାନ ପ୍ରଦାନ କରିଥିଲେ ।

No Result
View All Result