No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘ ପକ୍ଷରୁ ଦେଶର ୭୯ତମ ସ୍ୱାଧୀନତା ଦିବସ ଅବସରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । କୁନି କୁନି ପିଲାମାନେ ଜାତୀୟ ସଂଗୀତ ଗାନ କରିଥିବା ବେଳେ ସଂଘର ସଂପାଦକ ପ୍ରଫୁଲ୍ଲ କୁମାର ପଣ୍ଡା,
କୃତିବାସ ପଣ୍ଡା, ଶ୍ରୀବତ୍ସ ନାୟକ, ଅଶୋକ କୁମାର ପଟ୍ଟନାୟକ, ବୁଦ୍ଧେଶ୍ୱର ବେହେରା, ସତୀଶ ପ୍ରସାଦ ପତି, ଶଙ୍କରଷଣ ସାହୁ, କୁମର ପ୍ରଧାନ, କିଶୋର ନୀଳମାଧବ ମିଶ୍ର ପ୍ରଭୃତି ବହୁ ସଭ୍ୟ ଏଥିରେ ଯୋଗଦେଇଥିଲେ ।


No Result
View All Result