ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ବୁଧବାର) ନୟାଗଡ଼ :– ନୟାଗଡ ଜିଲ୍ଲା ଇଟାମାଟି ଥାନା ବାଉଁସିଆପଡା ମାଳିସାହିରେ କ୍ଷେତ୍ର ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଦୃର୍ବୁତ୍ତ ମାନେ କ୍ଷେତ୍ରଙ୍କୁ ଗାଁ ଦାଣ୍ଡରେ ହତ୍ୟା କରି ଫୋପାଡି ଦେଇଛନ୍ତି ।
ହତ୍ୟାକାରୀ ଙ୍କ ପାଖରେ ଏକ ଧାରୁଆ ଖଣ୍ଡା ପଡିଥିବାର ଦେଖିବାକୁ ମିଳିଛି । ଖବରପାଇ ଇଟାମାଟି ଓ ନୟାଗଡ ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଗାଁ ରେ ଉତେଜନା ଦେଖାଦେଇଛି । (ରିପୋର୍ଟ-ରାମକୃଷ୍ଣ ରଥ)