No Result
View All Result
ଖୋର୍ଦ୍ଧା (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା ଲିଗାଲ ସେଲ ଓ ଜିଲ୍ଲା ଅଧିବକ୍ତା ପରିଷଦ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା କୋର୍ଟ ପରିସରରୁ ଶତାଧିକ ଆଇନଜିବୀ ହାତରେ ତ୍ରିରଙ୍ଗା ଧରି ବ୍ଯାଙ୍କ ଛକ ପର୍ଯ୍ୟନ୍ତ ପଦଯାତ୍ରା କରି କୋର୍ଟକୁ ପ୍ରତ୍ଯାବର୍ତ୍ତନ କରିଥିଲେ । ଲୋକଙ୍କ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ । ରାଜ୍ୟ ଅଧିବକ୍ତା ପରିଷଦ ସଭାପତି ଅଜିତ ପଟନାୟକ,

ଜିଲ୍ଲା ବିଜେପି ଆଇନ ପ୍ରକୋଷ୍ଠ କୋ୍ଡିନେଟର ଲୋତକ ବିନ୍ଦୁ ପଟନାୟକ, ଜିଲ୍ଲା ଅଧିବକ୍ତା ସଭାପତି ପବିତ୍ରମୋହନ ରାଜଗୁରୁ. ଖୋର୍ଦ୍ଧା ଓକିଲ ସଙ୍ଘ ସଭାପତି ଜୀବନ ଜ୍ୟୋତି ମିଶ୍ର. ମନୋଜ ପଟନାୟକ, ଅଜିତ ମିଶ୍ର. ଆରତୀ ପଟନାୟକ, ଗଜଲକ୍ଷ୍ମୀ ଷଡ଼ଙ୍ଗୀ, ସ୍ମିତା ମିଶ୍ର, ପ୍ରଭଞ୍ଜନ ଜେନା,

ଲକ୍ଷ୍ମଣ ପରିଡା, ବଳରାମ ସାହୁ, ରାକେଶ ମହାପାତ୍ର, ତାପସ ଦଳବେହେରା, ନବୀନ ମହାପାତ୍ର, ପ୍ରଶାନ୍ତ ବେହେରା,ଦେବଦତ୍ତ ବିଶ୍ୱାଳ, ବିଶ୍ୱକେଶ ମହାପାତ୍ର ପ୍ରଦୀପ ମିଶ୍ର, ନିରଞ୍ଜନ କର ଓ ବସନ୍ତ ଭଞ୍ଜଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ସହଯୋଗ କରିଥିଲେ ।

No Result
View All Result