ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗାଆଁ ଅଛି ଗଜପତି ଜିଲ୍ଲା ର ଦୁର୍ଗମ ଅଞ୍ଚଳ ରେ ବିକାଶ ପହଞ୍ଚି ପାରୁନି। ନା ଅଛି ଗାଆଁ କୁ ପକ୍କା ରାସ୍ତା ନା ଅଛି ଲୋକଙ୍କୁ ପିଇବାକୁ ଶୁଦ୍ଧ ପାନୀୟଜଳ । ଏପରିକି ମୁଣ୍ଡ ଗୁଞ୍ଜିବାକୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିନି ଆବାସ ଘର । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ଛେଲାଗଡ ଓ ଡ଼ାବରାଗୁଡ଼ା ପଞ୍ଚାୟତର ନୂଆ ସାହି ,ଗୁଡ଼ି ସାହି , ଜାନି ସାହି କୁଟ୍ରା ଗଣ୍ଡା ,



© 2023 Odisha Taza News.