No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀକ୍ଷେତ୍ର କଲୋନୀ ଅଙ୍ଗନୱାଡି କେନ୍ଦ୍ର ଠାରେ ଘରେ ଘରେ ତ୍ରିରଙ୍ଗା ପତାକା ପାଳନଉତ୍ସବ ଓ ସଚେତନତା କରାଯାଇଥିଲା | ଏହି ଅବସରରେ ଶ୍ରୀ କ୍ଷେତ୍ର କଲୋନୀ ର ବାସିନ୍ଦାମାନେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ବିଶିଷ୍ଟ ବ୍ୟକ୍ତିଗଣ,
ମହିଳା ସ୍ୱାସ୍ଥ୍ୟ କର୍ମୀ ବିଜୟ ଲକ୍ଷ୍ମୀ ଆଚାର୍ଯ୍ୟ, ଶ୍ରୀ କ୍ଷେତ୍ର କଲୋନୀ ଅଙ୍ଗନୱାଡି କର୍ମୀ ସୋନାଲି ମଧୁସ୍ମିତା ମହାନ୍ତି.,ସହାୟିକା ବୀଣା ପାଣି ମହାପାତ୍ର, ଓ ମହିଳା ସମିତି ମହାସଂଘ ର ନେତ୍ରୀ ନମିତା ବିଶୋଇ, ସମାଜସେବୀ ଲାଲା ଅନନ୍ତ କୁମାର ସିଂହ ସହିତ ପ୍ରି ସ୍କୁଲ ର ମା’ ମାନେ ଉପସ୍ଥିତ ଥିଲେ l

No Result
View All Result