No Result
View All Result
ନବରଙ୍ଗପୁର (ଓଡ଼ିଶା ତାଜା ନ୍ୟୁଜ୍) :- ନବରଙ୍ଗପୁର ଜିଲ୍ଲା ସଦରମହକୁମାସ୍ଥିତ ତହସିଲର ତହସିଲଦାର ଭାବେ କାର୍ଯ୍ୟରତ କୈଳାଶ ଚନ୍ଦ୍ର ତ୍ରିପାଠୀଙ୍କ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ହୋଇଥିଲା ।
ଆଜି ସକାଳୁ ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ନବରଙ୍ଗପୁର ବାସଭବନରୁ ବିଶାଖାପାଟଣାକୁ ସ୍ଥାନାନ୍ତର କରୁଥିବା ବେଳେ ବାଟରେ ଜୟପୁର ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

No Result
View All Result