ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ଅରୁନ୍ଧତୀ ବାନ୍ଧକଳା ପକ୍ଷରୁ ଗତ ୭ ଅଗଷ୍ଟ ୨୦୨୫ରିଖ ଜାତୀୟ ହସ୍ତତନ୍ତ ଦିବସ ଓ ରକ୍ଷାବନ୍ଧନ ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଏହାର ଭୁବନେଶ୍ବର ଶଖାଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ NIFT ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଜେଶ ଝା ମୁଖ୍ୟ ଅତିଥ୍ ବିଶିଷ୍ଟ ସମାଜସେବୀ ମୀରା ପରିଡା ଓ ଅନୁଶ୍ରୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l
ଅବସରରେ ଅତିଥିଗଣ ଅରୁନ୍ଧତୀ ବାନ୍ଧକଳା ଜନପଥ ଠାରେ ନୂଆ ହସ୍ତତନ୍ତ ମେସିନକୁ ଉନ୍ମୋଚନ କରିବା ସହ ବସ୍ତ୍ରବୁଣା ପଦ୍ଧତିକୁ ଅବଲୋକନ କରି ଉପସ୍ଥିତ ବୁଣାକାରମାନଙ୍କ ସହି ବିଚାରବିମର୍ଶ କରିଥିଲେ l ଆମ ପାରମ୍ପରିକ ଓଡ଼ିଆ ହସ୍ତତନ୍ତକୁ ଉନ୍ନତମାନର ସଂସାଧାନ ଯୋଗାଇଦେଇ ସର୍ବୋତ୍ତମ ଉତ୍ପାଦ ପ୍ରସ୍ତୁତ କରାଯାଇପାରିବ ସହ ଏହି ପୁରାତନ କଳାର ସମନ୍ଵୟ ବିକାଶର ତ୍ବରାନ୍ବିତ ଅଭିବୃଦ୍ଧି ଏହି ବିଶେଷ ସଂଧ୍ୟାର ମୁଖ୍ୟ ଆଲୋଚିତ ବିଷୟବସ୍ତୁ ଥିଲା l
ସମାନ୍ତରାଳ ଭାବେ ଅରୁନ୍ଧତୀ ଜୁଏଲର୍ସ ତରଫରୁ ପ୍ରାକୃତିକି ହୀରାଗହଣାକୁ ନେଇ ଏକ ନୂତନ ସାଧରଣୀକରଣ “MY STORY MY DIAMOND ” କୁ ଏହି ଅବସରରେ ଉନ୍ମୋଚିତ କରାଯାଇଥିଲା l ଏହା ମାଧ୍ୟମରେ ଗ୍ରାହକବନ୍ଧୁଙ୍କ ନିମନ୍ତେ ପ୍ରସ୍ତୁତ ସ୍ବତନ୍ତ୍ର ୧୦୦୦ରୁ ଉଦ୍ଧ ହୀରାଗହଣାର ଡିଜାଇନ ଅରୁନ୍ଧତୀର ସମସ୍ତ ଶାଖାମାନଙ୍କରେ ଆକର୍ଷଣୀୟ ଅଫର ମାଧ୍ୟମରେ ଉପଲବ୍ଧ କରାଯାଇଛି l
ଅରୁନ୍ଧତୀର ସମସ୍ତ ଶାଖା ମାନଙ୍କରେ ଉପଲବ୍ଧ DIAMOND CHECKING MACHINE ମାଧ୍ୟମରେ ଗ୍ରାହକମାନେ ହୀରାର ମାନ ପରୀକ୍ଷଣ କରାଇପାରିବା ସହ ପ୍ରକୃତ ହୀରା ବିଷୟରେ ଜାଣି ପାରିବେ, ଯାହା ହୀରାଗହଣା କ୍ରୟ କ୍ଷେତ୍ରରେ ଏକ ଆଧୁନିକ ବିଶ୍ଵାସଭରା ସେବା ଯୋଗାଇଦେଇପାରିବ l ଏହି ଅବସରରେ ଅରୁନ୍ଧତୀ ଗୃପର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ଉପସ୍ଥିତ ଅତିଥ୍ ମାନଙ୍କୁ ସାଧୁବାଦ ଜଣାଇବା ସହ ନିଜ ଅଭିଭାଷଣରେ ଅରୁନ୍ଧତୀ ବାନ୍ଧକଳା,




ଉଲ୍ଲେଖଯୋଗ୍ୟ ବର୍ତ୍ତମାନର ବନ୍ଧନ ଅଫରରେ ଅରୁନ୍ଧତୀ ଦ୍ବାରା ସମ୍ବଲପୁରୀ ବାନ୍ଧକଳାରେ ପ୍ରସ୍ତୁତ ସ୍ବତନ୍ତ୍ର ହାଣ୍ଡଲୁମ ଉପରେ ଫ୍ଲାଟ ୧୫% + ୫% ର privilege discount ପ୍ରଦାନ କରାଯାଉଛି ସେହି ଭଳି ଅରୁନ୍ଧତୀ ଜୁଏଲର୍ସ ତରଫରୁ ଉଲ୍ଲିଖିତ ଅଫରରେ ଗ୍ରାହକ ବନ୍ଧୁଙ୍କ ନିମନ୍ତେ ବନ୍ଧନ ଲଞ୍ଚ କରାଯାଇଛି, ଯେଉଁଥିରେ ଜିରୋ ପେମେଣ୍ଟରେ purchase plan ଖୋଲି ପାରିବାର ସୁଯୋଗ ପ୍ରଦାନ କରାଯାଉଛି l















