• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ୱଚ୍ଛ ଭାରତ ଅଭିଯାନରେ ଖୋର୍ଦ୍ଧା ରେଳ ମଣ୍ଡଳ ଦ୍ୱାରା ବ୍ୟାପକ ସଫେଇ

Proprietor Abhimanyu Maharana by Proprietor Abhimanyu Maharana
August 7, 2025
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ସ୍ୱଚ୍ଛ ଭାରତ ଅଭିଯାନରେ ଖୋର୍ଦ୍ଧା ରେଳ ମଣ୍ଡଳ ଦ୍ୱାରା ବ୍ୟାପକ ସଫେଇ
Share on FacebookShare on TwitterWhatsapp

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶେଷ ଅଭିଯାନ କର୍ମଚାରୀ ଓ ଯାତ୍ରୀଙ୍କର ସଚେତନତା, କାର୍ଯ୍ୟାନୁଷ୍ଠାନ ଓ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଉଛି । ଦେଶବ୍ୟାପୀ ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ,ପୂର୍ବ ତଟ ରେଳପଥର ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଏହାର କ୍ଷେତ୍ରାଧିକାରରେ ଏକ ବ୍ୟାପକ ସଫେଇ ଅଭିଯାନ ଆରମ୍ଭ କରିଛି । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ରେଳ କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତା, ସଚେତନତା ଏବଂ ସହଭାଗୀ ଦାୟିତ୍ୱର ସଂସ୍କୃତିକୁ ପ୍ରୋତ୍ସାହିତ କରିବା । ରେଳ କର୍ମଚାରୀ, ହିତାଧିକାରୀ ଏବଂ ସଫେଇ କର୍ମଚାରୀଙ୍କ ପାଇଁ କର୍ମଶାଳା, ପରିମଳ, ଅଳିଆ ପୃଥକୀ କରଣ ଏବଂ ପରିବେଶ ଅନୁକୂଳ ନିଷ୍କାସନ ପଦ୍ଧତିରେ ସର୍ବୋତ୍ତମ ଅଭ୍ୟାସକୁ ସୁଦୃଢ଼ କରିବା ପାଇଁ ସଫେଇ କର୍ମଚାରୀ, ରେଳ ବ୍ୟବହାରକାରୀ ଏବଂ ରେଳ କର୍ମଚାରୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ସଫେଇ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା ।

ଅଧିବେଶନରେ ରେଳ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବ୍ୟାପକ ସଫେଇ ଏବଂ ପ୍ରତିରୋଧକ ପଦକ୍ଷେପର ଗୁରୁତ୍ୱ ସମ୍ବନ୍ଧରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରମୁଖ ଅଞ୍ଚଳଗୁଡ଼ିକରେ ସ୍ୱଚ୍ଛତା ଅଭିଯାନ ଷ୍ଟେସନ୍ ପରିସର, କାର୍ଯ୍ୟାଳୟ ପ୍ରତିଷ୍ଠାନ, ରେଳ ଟ୍ରାକ୍, ପ୍ଲାଟଫର୍ମ ଏବଂ ଚଳପ୍ରଚଳ (ସର୍କୁଲେଟିଂ) ଅଞ୍ଚଳ,ରେଳ କଲୋନି ଇତ୍ୟାଦିକୁ ନେଇ ଏକ ବଡ଼ ଧରଣର ସଫେଇ ଅଭିଯାନ କରାଯାଉଛି । ରେଳମଣ୍ଡଳର ସମସ୍ତ ପ୍ରାନ୍ତରେ ରେଳ କର୍ମଚାରୀ, ହାଉସ କିପିଙ୍ଗ କର୍ମଚାରୀ ଏବଂ ସ୍ୱେଚ୍ଛାସେବକଦଳ ସଫେଇ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ସହ ଅଧିକ ଗୁରୁତ୍ୱାରୋପ ଥିବା ସ୍ଥାନ ମାନଙ୍କରେ ଏବଂ ଆବାସିକ ରେଳ ଅଞ୍ଚଳ ଗୁଡିକରେ ସମ୍ପୂର୍ଣ୍ଣ ଭାବରେ ଧ୍ୟାନ ଦେବାକୁ ସୁନିଶ୍ଚିତ କରାଯାଇଛି ।

ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ପକ୍ଷରୁ ନିବେଦନ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ, ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ମେଗା ସଫେଇ ଅଭିଯାନରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିବା ସହ ସ୍ୱଚ୍ଛତା ଏକ ମିଳିତ କର୍ତ୍ତବ୍ୟ ବୋଲି ଗୁରୁତ୍ୱାରୋପ କରିଛନ୍ତି । ସେ ଯାତ୍ରୀମାନଙ୍କୁ ସ୍ୱଚ୍ଛତା ବଜାୟ ରଖିବାକୁ, ନିର୍ଦ୍ଦିଷ୍ଟ ଡଷ୍ଟବିନ ବ୍ୟବହାର କରିବାକୁ ଏବଂ ସାର୍ବଜନୀନ ରେଳ ସ୍ଥାନ ଗୁଡ଼ିକରେ ଅଳିଆ ପକାଇବାରୁ ନିବୃତ୍ତ ରହିବାକୁ ଉତ୍ସାହିତ କରିଛନ୍ତି । ଅନବୋର୍ଡ ଯାତ୍ରୀଙ୍କୁ ପରାମର୍ଶ ଏହି ଅଭିଯାନର ସନ୍ଦେଶକୁ ଦୃଢ଼ କରିବା ପାଇଁ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ରେଳ ଟ୍ରାକ୍ ଉପରେ ଅଳିଆ ଫିଙ୍ଗିବା ବିରୁଦ୍ଧରେ ପରାମର୍ଶ ଦିଆଯାଇଥିଲା ।

ଜନସାଧାରଣଙ୍କୁ ମାର୍ଗଦର୍ଶନ ଏବଂ ସଚେତନ କରାଇବା ପାଇଁ ସଚେତନତା ପୋଷ୍ଟର ଏବଂ ଘୋଷଣା ପତ୍ର ମଧ୍ୟ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ କରାଯିବା ସହ ଷ୍ଟେସନ ମାନଙ୍କରେ କ୍ରମାଗତ ଭାବେ ଘୋଷଣା ମାଧ୍ୟମରେ ସଚେତନତା କରାଯାଉଛି । ଥୁକ ପକାଇବା ଏବଂ ଆବର୍ଜନା ନିରୁତ୍ସାହିତ କରାଯିବା ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଏହାର ପରିସୀମା ମଧ୍ୟରେ ସମସ୍ତ ଷ୍ଟେସନ୍, ପ୍ଲାଟଫର୍ମ ଏବଂ ଟ୍ରେନ ଭିତରେ ଥୁକିବା ଏବଂ ଅଳିଆ ପକାଇବା ବିଷୟରେ ସତର୍କତା ଏବଂ ସଚେତନତାକୁ ମଧ୍ୟ ମଜବୁତ କରୁଛି । ଏହି ଅପରିଷ୍କାର ଅଭ୍ୟାସ ଗୁଡ଼ିକୁ ନିରୁତ୍ସାହିତ କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପରାମର୍ଶ କାର୍ଯ୍ୟକାରୀ କରାଯାଉଛି । ସ୍ୱଚ୍ଛ ଭାରତ ଲକ୍ଷ୍ୟ ସହିତ ସମନ୍ୱୟ ରଖି ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ରେଳ ପରିସରକୁ ସ୍ୱଚ୍ଛ,ସୁରକ୍ଷିତ ଏବଂ ଅଧିକ ଯାତ୍ରୀ-ଅନୁକୂଳ ଅଞ୍ଚଳ ଭାବରେ ପରିଣତ କରିବା ପାଇଁ ପ୍ରତିବଦ୍ଧ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

June 25, 2026
ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

June 25, 2026
ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

June 25, 2026
ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

June 25, 2026

Recent News

ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

June 25, 2026
ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

June 25, 2026
ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

June 25, 2026
ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

June 25, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

June 25, 2026
ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

June 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version