ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :– ଏରସମା/ବାଲିକୁଦା ,ଆଜି ପୂର୍ବାହ୍ନରେ ୧୩ ନମ୍ବର କେନାଲ ପାର୍ଶ୍ଵବର୍ତ୍ତୀ ଗରାମ ପାଣି ଟାଙ୍କି ଅଞ୍ଚଳ ରେ ପ୍ରୟାସ ସଂଗଠନର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏଥିସହ ସ୍ଥାନୀୟ ଲୋକଙ୍କ ମାନଙ୍କୁ ପରିବେଶ ସୁରକ୍ଷା ଜୀବନ ରକ୍ଷା ଏବଂ ଗଛ ଲଗାଇବା ଫଳରେ ପରିବେଶ ସବୁଜ ସୁନ୍ଦର ହୋଇପାରିବ ସଚେତନ କରାଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ପ୍ରୟାସ ର ଆବାହକ ମହେନ୍ଦ୍ର ଲାଲ ଜେନା ଙ୍କ ସହ ବାବୁ ନାଥ, ଅଜିତ ନାୟକ, ଶିବ ପ୍ରସାଦ ରାଉତ, ହରେକୃଷ୍ଣ ବାରିକ, ପାର୍ଥ ସାରଥୀ ଦାସ, ରମାକାନ୍ତ ଭୋଳ, ବିଜୟ କୁମାର ସେଠୀ, ରାମ ଚନ୍ଦ୍ର ମହାରଣା, ସୁବ୍ରତ ରାଉତ, ସୁକାନ୍ତ କୁମାର ନାଥ, ବିଷ୍ଣୁ ନାଥ, ପ୍ରଦୀପ କୁମାର ପଣ୍ଡା, ବିଶ୍ୱଜିତ୍ ଜେନା ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ : ରଶ୍ମି ରଂଜନ ଖୁଣ୍ଟିଆ)