ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ବୋଲଗଡ଼ ବ୍ଲକ କଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୋବର୍ଦ୍ଧନପୁର ଉପରସାହିର ମୂରଲୀଧର ବେହେରାଙ୍କ ସାନପୁଅ ଲକ୍ଷ୍ମୀଧର(୩୨) ଅସ୍ବାଭାବିକ ଭାବେ ମୃତ୍ୟୁ ବରଣ କରିଛନ୍ତି। ସେ ସୋମବାର ରାତିରେ ଘରେ ରାତ୍ରୀ ଭୋଜନ ପରେ ଶୋଇଥିଲେ । ତେବେ ମଙ୍ଗଳବାର ସକାଳୁ ତାଙ୍କ ଶରୀର ନିଶ୍ଚଳ ଥିବା ଦେଖି ପରିବାର ଲୋକମାନେ ତାଙ୍କୁ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।















