କୁଏତ ବିମାନବନ୍ଦର ରେ ଅଫ୍ରୋଜ ଙ୍କୁ ଅପମାନଜନକ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲାର ଗୋପ ବ୍ଲକ ର ଗୋପ ପଞ୍ଚାୟତ ଅନ୍ତର୍ଗତ ବସ୍ତିର ଶେଖ୍ ଆଫ୍ରୋଜ ଶେଖ୍ ବୁଖାରୀଙ୍କୁ କୁଏତ ବିମାନବନ୍ଦରରେ ଗୋଟିଏ ଭୁଲ ବୁଝାମଣା ଯୋଗୁଁ ଅଟକି ରହିଥିବା ସମୟରେ ସୁରକ୍ଷିତ ଭାବେ ତାଙ୍କର ପରିବାର ଲୋକଙ୍କ ନିକଟରେ ଫେରାଇ ଆଣିବାରେ ସାହାଯ୍ୟ କରିଛନ୍ତି। ମୋଦୀ ସରକାରଙ୍କ ନେତୃତ୍ୱ ଓ ଦୂତାବାସର ଶୀଘ୍ର କାର୍ଯ୍ୟାନୁଷ୍ଠାନ ଫଳରେ ତାଙ୍କର ପରିବାର ଓ ସମ୍ପର୍କୀୟ ଆନନ୍ଦ ଓ ଆଶ୍ୱସ୍ତ ଅନୁଭବ କରିଛି।















