• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡବଲ ଇଞ୍ଜିନ ସରକାର : ରଣପୁର ନିର୍ବାଚନ ମଣ୍ଡଳୀ କାହାର – ସମ୍ବିଦ୍ ଙ୍କର ନା ସୁରମାଙ୍କର ..?

Proprietor Abhimanyu Maharana by Proprietor Abhimanyu Maharana
August 1, 2025
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ଡବଲ ଇଞ୍ଜିନ ସରକାର : ରଣପୁର ନିର୍ବାଚନ ମଣ୍ଡଳୀ କାହାର – ସମ୍ବିଦ୍ ଙ୍କର ନା ସୁରମାଙ୍କର ..?
Share on FacebookShare on TwitterWhatsapp

ରଣପୁର ନେତାନେତ୍ରୀଙ୍କୁ ଲାଞ୍ଚ ଦେଇ କାମ ବୋହି ନେଇଯାଉଛନ୍ତି ନୟାଗଡ଼ ଠିକାଦାର, ଭକୁଆ ବନୁଛନ୍ତି ରଣପୁର ବିଜେପି ଠିକାଦାର ।  

ଫଳ ସ୍ୱରୂପ ୬ ଟି ଜୋନରେ ୩ ଟି ଫାଟ ସୃଷ୍ଟି ହୋଇଛି ।

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରଣପୁର ବ୍ଲକ୍ ରେ ୬ ଟି ଜୋନ ଅନ୍ତର୍ଗତ ଯାହାର ରାଜନୈତିକ ପଟ୍ଟଚିତ୍ର ବିଭାଜିତ ହୋଇପଡିଥିବା ଦେଖିବାକୁ ମିଳୁଛି । ଚାନ୍ଦପୁର, ଗୋପାଳପୁର, ରଣପୁର, ସୁନାଖଳା, ଗୋଡିପଡ଼ା, ଶରଣକୂଳ ଜୋନରେ ଏବେ ଶାସକ ଦଳର ସଙ୍ଗଠନ ଦୁର୍ବଳ ହୋଇ ପଡ଼ିଛି । ଫଳ ସ୍ୱରୂପ ୬ ଟି ଜୋନରେ ୩ ଟି ଫାଟ ସୃଷ୍ଟି ହୋଇଛି । ତେବେ ବିଜେପି ଦଳର କର୍ମୀ ମାନଙ୍କ ମଧ୍ୟରେ ଫାଟ  ସୃଷ୍ଟି ହେବା ଏକ ପ୍ରକାର ଦଳୀୟ ଅସନ୍ତୋଷ ମନେ ହେଉଛି । ଦଳୀୟ ସାଙ୍ଗଠନିକ କାର୍ଯ୍ୟ ନହେବା , ମିଛ ପ୍ରଲୋଭନରେ ବିଜେପି କର୍ମୀ ମାନେ ଘୂରି ବୁଲିବା , ନେତା ନେତ୍ରୀ ଙ୍କ ମୁହଁ ନିର୍ବାଚନ ମଣ୍ଡଳୀରେ ଦେଖା ନଯିବା ଭଳି ତୁଚ୍ଛ ରାଜନୀତି ଏବେ ଦଳର ଦୁର୍ବଳତା ସାଜିଛି ।  

ରଣପୁର ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ଜୋନରୁ ଦେଖିବା :- 1

ରଣପୁର ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ଜୋନରୁ ଦେଖିବାକୁ ଗଲେ  ବିଜେପି ଦଳ ଏବେ  ତିନୋଟି ଫାଟରେ ବିଭାଜିତ । ଚାନ୍ଦପୁର ରେ ସାଂସଦ ସମ୍ବିଦ ପାତ୍ରଙ୍କ ସଙ୍ଗଠନ ଦ୍ଵିତୀୟ ରେ ବିଧାୟିକା ସୁରମା ପାଢୀଙ୍କ ସଙ୍ଗଠନ ତୃତୀୟରେ ତାପସ ମାର୍ଥାଙ୍କ ବିଜେପି ସଙ୍ଗଠନ ସକ୍ରୀୟ ରହିଛି । ତାପସ ମାର୍ଥାଙ୍କ କାନ୍ଧରେ ବନ୍ଧୁକ  ରଖି ଫୁଟାଇବା ହେଉଛି ସାଂସଦ ସମ୍ବିଦ୍ ପାତ୍ରଙ୍କ ସଙ୍ଗଠନ ଅନ୍ୟପଟେ ବିଜେପି ଦଳରେ ରହି ଶବ୍ଦ ବାଣରେ ବିଧାୟିକାଙ୍କୁ  ଥା ଥା ମା ମା କରିବା ହେଉଛି ତାପସ ଙ୍କ ସଙ୍ଗଠନ । ବିଜେପି  କର୍ମୀ ଓ ରାଜନେତା ମାନେ ପସନ୍ଦ କରୁନଥିବା ବ୍ୟକ୍ତି ତଥା ରଙ୍ଗମଞ୍ଚରେ ଅଭିନୟ କଲା ଭଳି ଏ ସବୁ ର ସୂତ୍ରଧାର ହେଉଛନ୍ତି  ସମ୍ବିଦ୍ ପାତ୍ର । !! 

ରଣପୁର ନିର୍ବାଚନ ମଣ୍ଡଳୀ, ଗୋପାଳପୁର ଜୋନ :- 2

ତେବେ ଗୋପାଳପୁର ଜୋନରେ  ମଧ୍ୟ  ବିଜେପି କର୍ମୀ ମାନଙ୍କ ମଧ୍ୟରେ ତିନୋଟି ଫାଟ ସୃଷ୍ଟି ହୋଇଛି , ସାଂସଦ ଓ ବିଧାୟିକାଙ୍କ କର୍ମୀ ଦୁଇ ଫାଳ ହୋଇଥିବା ବେଳେ ସେଠାରେ ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ନେଇ ଏକ ସଙ୍ଗଠନ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ଏହିପରି ବିଜେପି ସଙ୍ଗଠନ କୁ ନେଇ ଦଳୀୟ ସମାଲୋଚନା ଆରମ୍ଭ ହୋଇଯାଇଛି । ତେବେ  ବିଜେପି ର  ସଙ୍ଗଠନ ଏକ ରଙ୍ଗବୋଳା ସଙ୍ଗଠନ ବୋଲି ଜନସାଧାରଣ ଓ କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି । 

ଚାନ୍ଦପୁର,ଗୋପାଳପୁର ଜୋନ ପରେ ପରେ ରଣପୁର ଜୋନ :- 3

ରଣପୁର ଜୋନ ରେ ମଧ୍ୟ ବିଜେପି ସଙ୍ଗଠନ ଦୁର୍ବଳ ହୋଇ ପଡ଼ିଛି । ସାଂସଦଙ୍କ ସମର୍ଥକ କର୍ମୀ ମାନେ ବିଧାୟିକାଙ୍କ କର୍ମୀ ମାନଙ୍କୁ ପଛରେ ପକାଇ ଦେଇଥିବା ଯୋଗୁଁ ବିଧାୟିକାଙ୍କ ସଙ୍ଗଠନ ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି । ରଣପୁରରେ ଅସନ୍ତୁଷ୍ଟ ବିଜେପି କର୍ମୀ ଙ୍କ ମଧ୍ୟରେ କ୍ଷୋଭ ବୃଦ୍ଧି ପାଇଛି, ସମ୍ବିଦ୍ ଙ୍କର ନା ସୁରମା ଙ୍କର  ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ  ! ତୃତୀୟ ସଙ୍ଗଠନଙ୍କ ମତ, ମିଛରେ  ଭାସୁଛନ୍ତି ଆମ ନେତା ନେତ୍ରୀ ମାନେ  ରଣପୁର ଜୋନରେ ଏ ରଙ୍ଗ ବୋଳା ମିଛ ଶାସନ ଚଲାଇ ଦେବେ ନାହିଁ ବୋଲି ଅଣ୍ଟା ଭିଡ଼ିଥିବା ମଧ୍ୟ ଦେଖିବାକୁ ମିଳୁଛି । କୌଣସି  ଅସୁବିଧାର ସମ୍ମୁଖୀନ ହେଉଥିବା କର୍ମୀ ସାଂସଦଙ୍କୁ ଭେଟିବା ପାଇଁ  ଦିଲ୍ଲୀ ଓ ବିଧାୟିକା ଙ୍କୁ ଭେଟିବାକୁ ଭୁବନେଶ୍ୱର ଯିବାକୁ ପଡିବ  l ତେବେ କର୍ମୀ ଙ୍କ ଦୁଃଖ ରେ ସୁଖରେ ଭାଗୀ ନ ହେବା ହୁଏତ ମହଙ୍ଗା ପଡ଼ିପାରେ ନେତା ନେତ୍ରୀଙ୍କୁ

ରଣପୁର ନିର୍ବାଚନ ମଣ୍ଡଳୀ, ସୁନାଖଳା ଜୋନ :- 4

ଏହି ତିନୋଟି ଜୋନ ଭଳି ସୁନାଖଳା ଜୋନରେ ମଧ୍ୟ ବିଜେପି କର୍ମୀ ଙ୍କ ମଧ୍ୟରେ ଫାଟ ଦେଖିବାକୁ ମିଳୁଛି । ଉକ୍ତ ଜୋନରେ ସାଂସଦଙ୍କ ପଲା ଭାରି ଥିବାବେଳେ ବିଧାୟିକା ଙ୍କ ଭାର କମିବାରେ ଲାଗିଛି । ବିଧାୟିକାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ଦିନକୁ ଦିନ ଯେତେ କମିବାରେ ଲାଗିଛି ସେତିକି ଲୋକସମ୍ପର୍କ କ୍ଷୀଣ ହୋଇଛି ।  ବିଜେପି ଦଳକୁ ଛାଡି ନୂଆ ସଙ୍ଗଠନ ଖୋଜି ବୁଲିଲେଣି ସୁନାଖଳାରେ ଅସନ୍ତୁଷ୍ଟ ବିଜେପି କର୍ମୀ ମାନେ, ସୁନାଖଳାର ବରିଷ୍ଠ ରାଜନେତା ଓ କର୍ମୀଙ୍କ ଠାରୁ ଏଭଳି ଭାରି ମତ ଶୁଣିବାକୁ ମିଳୁଥିବା ବେଳେ ବିଜେପି ଆଗକୁ  ସତ୍ତାହରା ହେବାର ଆଶଙ୍କା ଜୋର ଧରିଛି । ଶାସକ ଦଳ ହେବାର ଏଯାବତ୍ ଏକ ବର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ ସୁନାଖଳା ଜୋନର  କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇନାହିଁ  l ଯାହାକୁ ନେଇ ଜନସାଧାରଣ ଓ କର୍ମୀ ଙ୍କ ଠାରେ ଅରାଜକତା ଦେଖିବାକୁ ମିଳିଛି ।   

ରଣପୁର ନିର୍ବାଚନ ମଣ୍ଡଳୀ, ଗୋଡ଼ିପଡ଼ା ଜୋନ :- 5

ସେହିଭଳି ଗୋଡ଼ିପଡ଼ା ଜୋନରେ ବିଧାୟିକାଙ୍କ ସଙ୍ଗଠନ ମଜଭୁତ ଥିବା ବେଳେ ସାଂସଦ ଙ୍କ ଗୋଷ୍ଠୀ ସେଠାରେ ବିଧାୟିକାଙ୍କ ସଙ୍ଗଠନକୁ ଦୁର୍ବଳ କରିବାରେ ଲାଗି ପଡିଛନ୍ତି । ଯାହାର ପରିଣାମ ଦଳ ଦୁଇ ଫାଳ ହେବାର ଫାଇଦା ଦଳୀୟ କନ୍ଦୋଳ ସୃଷ୍ଟି କରିଛି । ବିଜେପିର ସାଙ୍ଗଠନିକ ଓ ଅସନ୍ତୁଷ୍ଟ କର୍ମୀ ମାନଙ୍କ ତିନି ମୁହଁ ରେ ତିନୋଟି କଥା ପ୍ରକାଶ ପାଉଛି ଯାହା ଫଳରେ ସକ୍ରୀୟ କର୍ମୀ ମାନଙ୍କର ମନୋବଳ ଦିନକୁ ଦିନ ଦୂର୍ବଳ ହେବାରେ ଲାଗିଛି । ବିଜେପି ସରକାରରେ ନଥିବା ବେଳେ ଯେଉଁ ସୁଯୋଗ ମିଳିଥିଲା ତାହା ଏବେ ଶାସକ ଦଳ ହୋଇ ଖାଲି ରଙ୍ଗ ବୋଳା ଦେଖି ଆସୁଛନ୍ତି । ତେବେ ବିଜେପିକୁ ଛାଡି ଅନ୍ୟ ସଙ୍ଗଠନରେ ସାମିଲ ହେବାର ପ୍ରତିକ୍ରିୟା ପ୍ରକାଶ ପାଉଛି । 

ରଣପୁର ନିର୍ବାଚନ ମଣ୍ଡଳୀ, ଶରଣକୂଳ ଜୋନ :- 6

ଗୋଡ଼ିପଡ଼ା ଭଳି ଶରଣକୂଳରେ ମଧ୍ୟ ବିଜେପି ଦଳର ସଙ୍ଗଠନ ଦୁର୍ବଳ ହୋଇ ପଡ଼ିଛି । ଉକ୍ତ ଜୋନରେ ବିଧାୟିକାଙ୍କୁ ବାଦ୍ ଦେଇ  ଲୋକଙ୍କୁ ମିଛ ପ୍ରଲୋଭନ ଦେଖାଇ ମିଛ କହି ମନ ଜିଣିବାରେ ଲାଗିଛନ୍ତି ସାଂସଦ । ଶରଣକୂଳ ଜୋନରେ ଅସନ୍ତୁଷ୍ଟ କର୍ମୀ ମାନେ ହେବେ କାହାର ?  ସାଂସଦଙ୍କର ନା  ବିଧାୟିକାଙ୍କର ଏବେ ଦ୍ୱନ୍ଦରେ ଦୁଇ ନାଆ ରେ ପାଦ ଥାପି ହଇରାଣ ହେଉଥିବା କର୍ମୀଙ୍କ ମନରେ ପଶିଛି ଛନକା ।  ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ କାହାକୁ ଦେବେ ସମର୍ଥନ ଦେଖିବାକୁ ବାକି ରହିଲା ।

ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେପି ଦଳର ଛକା ପଞ୍ଝା କେତେ ବଡ଼ ରୂପ ନେଉଛି ଓ ଏହିପରି ଦଳୀୟ  ଫାଟ ମଧ୍ୟରେ ପଞ୍ଚାୟତ କାହା ଅକ୍ତିଆର କୁ ଆସୁଛି ଦେଖିବାକୁ ବାକି ରହିଲା । ଯଦି ଭବିଷ୍ୟତରେ ରଣପୁର ବିଜେପି ର ରାଜନୈତିକ ପଟ୍ଟଚିତ୍ର ଏପରି ରହିଲା ତେବେ ବିଜେପି ଦଳ ଭୁଷୁଡି ପଡିବାର ଯଥେଷ୍ଟ ଆଶଙ୍କା ରହିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନର କଙ୍କାଳକୁ ନେଇ ବାରମ୍ୱାର ବଢୁଛି ଦ୍ୱନ୍ଦ : ଅଭିଯୋଗକାରୀକୁ ମିଛ ପ୍ରଳାପରେ ବାଟବଣା କରୁଛି ପୋଲିସ୍ ପ୍ରଶାସନ

ନର କଙ୍କାଳକୁ ନେଇ ବାରମ୍ୱାର ବଢୁଛି ଦ୍ୱନ୍ଦ : ଅଭିଯୋଗକାରୀକୁ ମିଛ ପ୍ରଳାପରେ ବାଟବଣା କରୁଛି ପୋଲିସ୍ ପ୍ରଶାସନ

August 25, 2026
୩୧୧ କୋଟି ଟଙ୍କାର ବଜେଟ୍ ଏବଂ ବ୍ୟାପକ ସ୍କ୍ରିନିଂ ସହିତ କର୍କଟ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ : ସ୍ୱାସ୍ଥ୍ୟ ମନ୍ତ୍ରୀ

୩୧୧ କୋଟି ଟଙ୍କାର ବଜେଟ୍ ଏବଂ ବ୍ୟାପକ ସ୍କ୍ରିନିଂ ସହିତ କର୍କଟ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ : ସ୍ୱାସ୍ଥ୍ୟ ମନ୍ତ୍ରୀ

August 25, 2026
ବେଣ୍ଟରେ ନରକଙ୍କାଳ ଚିହ୍ନଟକୁ ନେଇ ବଢ଼ିଲା ଦ୍ୱନ୍ଦ : ସାମ୍ୱାଦିକଙ୍କୁ ବାଟବଣା କରୁଛି ପୋଲିସ ପ୍ରଶାସନ

ବେଣ୍ଟରେ ନରକଙ୍କାଳ ଚିହ୍ନଟକୁ ନେଇ ବଢ଼ିଲା ଦ୍ୱନ୍ଦ : ସାମ୍ୱାଦିକଙ୍କୁ ବାଟବଣା କରୁଛି ପୋଲିସ ପ୍ରଶାସନ

August 25, 2026
ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରଦ୍ଧାବର୍ଷିକ ପାଳିତ : ଅଞ୍ଚଳର ବିକାଶ ପୁରୁଷ ଥିଲେ : ସାଂସଦ

ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରଦ୍ଧାବର୍ଷିକ ପାଳିତ : ଅଞ୍ଚଳର ବିକାଶ ପୁରୁଷ ଥିଲେ : ସାଂସଦ

August 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନର କଙ୍କାଳକୁ ନେଇ ବାରମ୍ୱାର ବଢୁଛି ଦ୍ୱନ୍ଦ : ଅଭିଯୋଗକାରୀକୁ ମିଛ ପ୍ରଳାପରେ ବାଟବଣା କରୁଛି ପୋଲିସ୍ ପ୍ରଶାସନ

ନର କଙ୍କାଳକୁ ନେଇ ବାରମ୍ୱାର ବଢୁଛି ଦ୍ୱନ୍ଦ : ଅଭିଯୋଗକାରୀକୁ ମିଛ ପ୍ରଳାପରେ ବାଟବଣା କରୁଛି ପୋଲିସ୍ ପ୍ରଶାସନ

August 25, 2026
୩୧୧ କୋଟି ଟଙ୍କାର ବଜେଟ୍ ଏବଂ ବ୍ୟାପକ ସ୍କ୍ରିନିଂ ସହିତ କର୍କଟ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ : ସ୍ୱାସ୍ଥ୍ୟ ମନ୍ତ୍ରୀ

୩୧୧ କୋଟି ଟଙ୍କାର ବଜେଟ୍ ଏବଂ ବ୍ୟାପକ ସ୍କ୍ରିନିଂ ସହିତ କର୍କଟ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ : ସ୍ୱାସ୍ଥ୍ୟ ମନ୍ତ୍ରୀ

August 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version