କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଅଲଟ୍ରା ଟେକ୍ କମ୍ପାନୀ ପକ୍ଷରୁ ବୁଧବାର ରାତିରେ ଫୁଲନଖରା ନିକଟସ୍ଥ ଜନ୍ମେଜୟପୁର ଗ୍ରାମର ପରିଡ଼ା ସିମେଣ୍ଟ ଷ୍ଟୋର ପରିସରରେ ଏକ ଗ୍ରାହକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଗ୍ରାହାକ କର୍ମଶାଳାରେ କମ୍ପାନୀର ସେଲସ ଅଧିକାରୀ ଅଭିଷେକ ଯୋଗଦେଇ ଅଲଟ୍ରା ଟେକ୍ ସିମେଣ୍ଟ କମ୍ପାନୀ ପକ୍ଷରୁ ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ଘର କରିବା ପାଇଁ ସିମେଣ୍ଟ,

ବିଦ୍ୟୂତ ଦେହରୁ ମୁକ୍ତି ପାଇବା ପାଇଁ ଘରର ଛାତ ଉପରେ ସୋଲାର ପ୍ୟାନେଲ ବସାଇବା, ଉଈ ଦାଉରୁ ରକ୍ଷା ପାଇବା ନିମନ୍ତେ ଉଈ ମରା ତେଲ ବ୍ୟବହାର କରିବା , ଖରାଦିନେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇଁ ଛାତ ଉପରେ ଧଳା ରଙ୍ଗ ବ୍ୟବହାର କରିପାରିବେ ।















