• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶା CSR Forum ତରଫରୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ : ଆଧ୍ୟାତ୍ମିକ ମାଧ୍ୟମରେ ପରବର୍ତୀ ଜୀବନର ଉଦେଶ୍ୟ ଏବଂ ଅର୍ଥ ଅନ୍ୱେଷଣ

Proprietor Abhimanyu Maharana by Proprietor Abhimanyu Maharana
July 28, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡିଶା CSR Forum ତରଫରୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ : ଆଧ୍ୟାତ୍ମିକ ମାଧ୍ୟମରେ ପରବର୍ତୀ ଜୀବନର ଉଦେଶ୍ୟ ଏବଂ ଅର୍ଥ ଅନ୍ୱେଷଣ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :-  ଆଜିର ଏହି ଆଲୋଚନା ଚକ୍ର ର ଏହି ବିଷୟ ବସ୍ତୁ ବାଛିବାର ମୂଳ ଉଦ୍ଦେଶ୍ଯ ଥିଲା, ଆଜିର ଦିନରେ ବୟଷ୍କ ଓ ବଯଷ୍କା କେତେ ଅବହେଳିତ, କେତେ ନିଷ୍ପେଶିତ । ତାକୁ ବିଚାରକୁ ନେଇ ଆଜିର ଆଲୋଚନାର ବିଷୟ ବସ୍ତୁ ।  ପାଶ୍ଚାତ୍ଯ ସଭ୍ୟତାର ସଂଷ୍ପର୍ଶ ରେ ଆସି, ଆଜିର ଯୁବ ପିଢି ବୟଷ୍କ ଓ ବୟଷ୍କା ମାନଙ୍କୁ “Old Furniture “, “Fused Bulbs” କହିବାକୁ ପଛଘୁଞ୍ଚା ଦେଉ ନାହାନ୍ତି ।

ଏହି ଅପସଂସ୍କୃତି ପାଂଇ ଲଜ୍ଜିତ ହେବା ଦରକାର । ବାର୍ଦ୍ଧକ୍ୟ” ବା “ପରବର୍ତ୍ତୀ ଜୀବନ” କୁ ସାଧାରଣତଃ ମଧ୍ୟ ବୟସ ପରେ ଆସୁଥିବା ଜୀବନର ସ୍ତର ଭାବରେ ବୁଝାଯାଏ, ଯାହା ଅବସର, ବାର୍ଦ୍ଧକ୍ୟ ଏବଂ ଚିନ୍ତନ ଦ୍ୱାରା ଚିହ୍ନିତ ହୋଇଥାଏ l ଏହା ଏକ ଅବଧି ଯେଉଁଠାରେ ବ୍ୟକ୍ତିମାନେ ନିଜର ପ୍ରାଥମିକତା, ମୂଲ୍ୟବୋଧ ଏବଂ ଲକ୍ଷ୍ୟଗୁଡ଼ିକୁ ପୁନଃମୂଲ୍ୟାଙ୍କନ କରିପାରନ୍ତି, ଅର୍ଥ, ଉଦ୍ଦେଶ୍ୟ ଏବଂ ପୂର୍ଣ୍ଣତା ଖୋଜିପାରନ୍ତି l

ଜୀବନର ଶେଷ ଭାଗରେ ଲୋକମାନେ ଆଧ୍ୟାତ୍ମିକ ଅଭ୍ୟାସ ମାଧ୍ୟମରେ ଉଦ୍ଦେଶ୍ୟ ଏବଂ ଅର୍ଥ ଖୋଜି ପାଇପାରନ୍ତି । ଏହି ଅଭ୍ୟାସଗୁଡିକ, ଯେପରିକି ଧ୍ୟାନ, ପ୍ରାର୍ଥନା କିମ୍ବା ପ୍ରକୃତି ସହିତ ଯୋଗାଯୋଗ, ବ୍ୟକ୍ତିଙ୍କୁ ନିଜଠାରୁ ବଡ଼ କିଛି ସହିତ ସଂଯୁକ୍ତ ହେବାର ଏକ ଭାବନା ଦେଇପାରେ, ଆରାମ, ସାନ୍ତ୍ୱନା ଏବଂ ଜୀବନର ଅନୁଭୂତି ବୁଝିବାର ଏକ ଢାଞ୍ଚା ପ୍ରଦାନ କରେ । ଗଭୀର ବିଚାର ଏବଂ ଚିନ୍ତାଶୀଳ ପ୍ରତିଫଳନ ଆମକୁ ଆଧ୍ୟାତ୍ମିକତାର ଗଭୀରତା ଏବଂ ଜୀବନର ଉଦ୍ଦେଶ୍ୟ

ଆବିଷ୍କାରରେ ଏହାର ଭୂମିକା ଅନୁଧ୍ୟାନ କରିବାକୁ ପ୍ରେରଣା ଦେଇଛି ।  ଆପଣମାନଙ୍କର ଉପସ୍ଥିତି, ଜ୍ଞାନ ଏବଂ ଅବଦାନ ପାଇଁ ଧନ୍ୟବାଦ । ଏହି କାର୍ଯ୍ୟକ୍ରମରୁ ଶିକ୍ଷା ଆମକୁ ଏକ ଅଧିକ ଅର୍ଥପୂର୍ଣ୍ଣ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନ ଆଡକୁ ପଥପ୍ରଦର୍ଶକ ହେଉ । ମାନବୀୟ ସ୍ଥୂଳ ଶରୀର ଭଗବତ୍ ଅନୁରୂପ। ତେବେ ମନୁଷ୍ୟ ମାନବ ରୂପରେ ପ୍ରଜ୍ଞାବାନ ହୋଇ ଆଧ୍ୟାତ୍ମିକ ମାର୍ଗରେ ହିଁ ଭଗବତାଭିମୁଖୀ ହୋଇପାରେ ।

ଏକ ଆଦର୍ଶ ଜୀବନଯାପନ ପ୍ରତ୍ୟେକ ମାନବ ଜୀବନର ଲକ୍ଷ୍ୟ । ସାମାଜିକ ସଚେତନତା ତଥା ସହଭାଗିତା ଏହାର ଆଦର୍ଶ ଯାହାର ମାଧ୍ୟମ ଆଧ୍ୟାତ୍ମିକ ମାର୍ଗ। ତେବେ ଜୀବନର ଅବଧି ସ୍ତର ବିଶିଷ୍ଟ । ଗୋଟିଏ ସ୍ତରରେ ପହଞ୍ଚିଲା ପରେ ସେ ସ୍ତରର ସାମାଜିକ ପ୍ରତିବଦ୍ଧତା ରକ୍ଷା କରିବା ଜରୁରୀ । ଏହା କେବଳ ସମ୍ଭବ ହୋଇପାରେ ଯଦି ଜଣେ ସେହି ସ୍ତରର ମୂଲ୍ୟାୟନ ଠିକ୍ ରୂପେ ନିରୂପଣ କରେ ।

ତେବେ ଯଦି ଭଗବାନଙ୍କ ଉପରେ ବିଶ୍ୱାସ କରି ସମସ୍ତ ସ୍ବାର୍ଥ ରୁ ଉର୍ଦ୍ଧ୍ବ ରେ ରହି ନିଜର କର୍ତ୍ତବ୍ୟକୁ ସମ୍ପାଦନ କରେ । ଜୀବନ ଯେହେତୁ ସର୍ବଦା ଭଗବତାଭିମୁଖୀ । ତେଣୁ ବୁଦ୍ଧିମାନ ନିଜେ ସ୍ବୟଂ ସମ୍ପନ୍ନ ହୋଇ ଆଧ୍ୟାତ୍ମିକ ମାର୍ଗ ଆପଣାଇ ପରବର୍ତ୍ତୀ କାର୍ଯ୍ୟକ୍ରମ ନିର୍ଣ୍ଣୟ କରେ। ଏଥିରେ ହିଁ ତାର ସାମାଜିକ ବ୍ୟକ୍ତିସତ୍ତା ବିଦ୍ୟମାନ ଥାଏ ।  ଓଡିଶା csr forum ତରଫରୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଉଛି ଆଧ୍ୟାତ୍ମିକ ମାଧ୍ୟମରେ ପରବର୍ତୀ ଜୀବନର ଉଦେଶ୍ୟ ଏବଂ ଅର୍ଥ ଅନ୍ୱେଷଣ କରିବା ଉପରେ ଆଲୋଚନା କରାଯାଇଥିଲା. କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଓଡିଶା csr forum ର ଅଧକ୍ଷ ଡ଼କ୍ଟର ବ୍ରଜେନ୍ଦ୍ର କୁମାର ମିଶ୍ର ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ମୁଖ୍ୟବକ୍ତା ଭାବେ ଭବାନୀ ଶଙ୍କର ମିଶ୍ର ନିଜର ଅନୁଭବୀ ଜୀବନ ଶୈଳୀ ଏବଂ ଦୈନନ୍ଦିନ ଜୀବନର ଆନନ୍ଦଦାୟକ କାର୍ଯ୍ୟଶୈଲୀ ଉପରେ ମତାମତ ଉପସ୍ଥାପନା କରିଥିଲେ l

ପ୍ରତ୍ୟେକ ଜୀବନର ମାନ ଭିନ୍ନ ଭିନ୍ନ । ଏହା ଯଦି ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହୁଏ ତେବେ ଜୀବନ ଅର୍ଥପୂର୍ଣ୍ଣ ହୋଇଥାଏ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଜ୍ଞାନୀ, ଗୁଣୀ ଏବଂ ବୟୋଜ୍ୟେଷ୍ଟ ବିଶିଷ୍ଟ ଅତିଥି ମାନେ ଯୋଗଦେଇଥିଲେ l କାର୍ଯ୍ୟକ୍ରମ ର ଶେଷରେ CSR forum ର ସହ ପ୍ରତିଷ୍ଠାତା ସୁକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version