କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ସଦର ଥାନା ସିଏମସି ୫୯ ନମ୍ବର ୱ।ର୍ଡ ଫୁଲନଖରା ଛକ ନିକଟସ୍ଥ ମୁଗଭଙ୍ଗା ଗ୍ରାମର ମୁସଲିମ ସାହିରେ ଗୁରୁବାର ଦିନ ସନ୍ଧ୍ୟାରେ ଜିନ୍ଦର ସାହା ବାବାଙ୍କ ୫୦ ତମ ଉର୍ସ ଉତ୍ସବ ଚନ୍ଦର ସାହା କମିଟିର ସଭାପତି ଫିରୋଜ ସାହାଙ୍କ ନେତୃତ୍ୱରେ ପାଳନ କରାଯାଇଥାଲା ।

ଆୟୋଜିତ ଉତ୍ସବରେ ବାବାଙ୍କର ପୂଜା ପାଠ କରାଯିବା ସହିତ ବାବାଙ୍କ ଚାଦର ଚଢା ଯାଇଥିଲା । ଆୟୋଜିତ ଉତ୍ସବରେ ଉପ ସଭାପତି ସନ୍ନା ସାହା, ସଂପାଦକ ସାଜିଦ୍ ସାହା, ଅଜୁ ସାହା , ନାସିର ଉଦ୍ଦିନ ସାହା, ସେକ୍ ଆଫ୍ରିକା ,















