No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ମହକୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏହି ଅଭାବନୀୟ ଦୃଶ୍ୟ । ୧୮୯୯ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟଟିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେଉଛି ।
ହେଲେ ବିଦ୍ୟାଳୟର ୮ଟି ଶ୍ରେଣୀଗୃହରୁ ୫ଟିରୁ ବର୍ଷା ହେଲେ ପାଣି ଗଳୁଛି । ପାଣିକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ଓ ଛାତ୍ର ପୋଛା ମାରି ବାହାର କରୁଥିବାର ଦେଖିବାକୁ ମିଳିଛି ।

No Result
View All Result