No Result
View All Result
ପଦ୍ମପୁର (ଓଡ଼ିଶା ତାଜା ନ୍ୟୁଜ୍) :- ପଦ୍ମପୁର ସହର ସ୍ଥିତ ଲାୟନ୍ସ ଭବନ ରେ ପ୍ରୀତମ ମେହେର ଙ୍କ ସଭାପତିତ୍ୱ ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହ କୁ ଦ୍ୱାଦଶ ପ୍ରଧାନ ସଂଯୋଜନା କରିଥିବା ବେଳେ ବିନୋଦ ବିହାରି ମିଶ୍ର ବିବରଣୀ ପଠନ କରିଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରଦୀପ ଅଗ୍ରୱାଲ ଯୋଗଦେଇଥିଲେ । ନବ ନିଯୁକ୍ତ ସଭାପତି ପ୍ରୀତମ ମେହେର, ସମ୍ପାଦକ ସୌମ୍ୟାଜିତ ପାଢ଼ି, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ ଓ ନୂତନ କର୍ମକର୍ତ୍ତା ଙ୍କୁ ଲାୟନ୍ ଚିତ୍ତ ରଞ୍ଜନ ଦାଶ ଶପଥ ପାଠ କରାଇଥିଲେ ।
ଲାୟନ୍ ବେଣୁମାଧବ ଦୋରା, ରାଧା ମାଧବ ଦୋରା, ବିଷ୍ଣୁ ନାରାୟଣ ଦୋରା,ର ସନ୍ତୋସିନୀ ରଥ ରାଜେନ୍ଦ୍ର ମେହେର ହିମାଂଶୁ ଶେଖର ଯୋଶୀ, ସୁନିଲ ଅଗ୍ରୱାଲ, ଭାରତୀ ପଟ୍ଟନାୟକ, ଶାଶ୍ୱତ ଦାଶ,ରାଜେନ୍ଦ୍ର ମେହେର, ଶ୍ରୀକାନ୍ତ ମିଶ୍ର, ହରିବୋଲ ସାହୁ ଓ ପାଇକମାଲ, ଦୀପ୍ତିପୁର, ପାଟଣାଗଡ଼ ର ପ୍ରମୁଖ ନେତୃ ମଣ୍ଡଳୀ ଯୋଗଦେଇଥିଲେ। ଶେଷରେ ମୁଖ୍ୟ ଅତିଥି ପ୍ରଦୀପ ଅଗ୍ରୱାଲ ଙ୍କ ସିଲେଇ ତାଲିମ କେନ୍ଦ୍ର ସକ୍ଷମ ଦିଦି ର ଉଦଘାଟନ କରାଯାଇଥିଲା। ଶେଷରେ ସମ୍ପାଦକ ସୌମ୍ୟଜିତ ପାଢି ଧନ୍ୟବାଦ ଦେଇଥିଲେ।

No Result
View All Result