• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଓଡ଼ିଶା ଆଇନ ସେବା ଅଧିକାରୀଙ୍କ ଦ୍ଵାରା ଘରୋଇ ଝାମେଲାର ସମାଧାନ

Proprietor Abhimanyu Maharana by Proprietor Abhimanyu Maharana
September 7, 2020
in Uncategorized
0
ଓଡ଼ିଶା ଆଇନ ସେବା ଅଧିକାରୀଙ୍କ ଦ୍ଵାରା ଘରୋଇ ଝାମେଲାର ସମାଧାନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର) କଳାହାଣ୍ଡି :- ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଘରୋଇ ଝାମେଲାର ସମାଧାନ ଓଡ଼ିଶା ଆଇନ ସେବା ଅଧିକାରୀଙ୍କ ଉପସ୍ଥିତିରେ ଲିଖିତ ଘୋଷଣାନାମା ଅନୁଯାୟୀ ଏହାର ସମାଧାନ ହୋଇ ଯାଇଛି । ଖବରମତେ ସରିଆଁ ଗ୍ରାମର ୧ମ ପକ୍ଷ ଅଭିଯୋଗ କାରିଣୀ ସାବିତ୍ରୀ ସାହୁ , ସ୍ଵାମୀ√ ତ୍ରିନାଥ ସାହୁ ଓ ୨ୟ ପକ୍ଷ ସାବିତ୍ରୀ ସାହୁଙ୍କ ବଡ଼ପୁଅ କୃତିବାସ ସାହୁ,ମଝିଆ ପୁଅ ଅଶୋକ ସାହୁ, ସାନପୁଅ ପ୍ରଦୀପ ସାହୁଙ୍କ ମଧ୍ୟରେ ଘର, ଜମିବାଡ଼ି ଭାଗବଣ୍ଟାକୁ ନେଇ ଦୀର୍ଘ ଦିନରୁ ଘରୋଇ କଳି ଲାଗି ରହୁଥିଲା । ଯାହା ଫଳରେ ସଂପୃକ୍ତ

ଜାତିଭାଇ ସମାଜ ଅନେକ ଥର ଏହାର ସମାଧାନ ଦିଗରେ ଆଗେଇ ଆସି ବିଫଳ ହୋଇଥିଲେ । ଓଡ଼ିଶା ଆଇନ ସେବା ଅଧିକାରୀଙ୍କ ନିକଟରେ ଏହାର ସୁବିଚାର ନିମନ୍ତେ ଆବେଦନ କ୍ରମେ ଜାତୀୟ ମାନବାଧିକାର ସୁରକ୍ଷା ସଂଗଠନର ସଭାପତି ନରୋତ୍ତମ ଦାଶ, ମହିଳା ପରାମର୍ଶଦାତା କିରଣବାଳା ନାଏକ, ଗୋଲାପ ସିଂ, ପଦୁପାଦ ସାହୁ, ସ୍ଥାନୀୟ ସରପଞ୍ଚ ଜନନୀ ଭୋଇ, ଜାତିଭାଇ, ନର୍ଲା ପୋଲିସ ଓ ଗ୍ରାମର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନେଇ ଉତ୍ତମ ବିଚାର କରି ଏହାର ସମାଧାନ ହୋଇଛି । ଏକ ଘୋଷଣାନାମାରେ ଉଲ୍ଲେଖିତ ବିଷୟକୁ ନେଇ ଦୁଇ ପକ୍ଷ ରାଜି ହୋଇ ଆଇନର ତର୍ଜମାକୁ ସମ୍ମାନ ଜଣାଇ ଲିଖିତ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାରେ ଆଗେଇ ଆସିଛନ୍ତି ।

ଯାହା ଦ୍ଵାରା ସାବିତ୍ରୀ ସାହୁଙ୍କ ନାମରେ ଥିବା ସମ୍ପତି ଘରବାଡ଼ିକୁ ତିନିଭାଇ ଯଥାକ୍ରମେ ୧ମ ଭାଇ କୃତିବାସ ସାହୁ ପୂର୍ବରୁ ଯେଉଁ ଦୋକାନ ବ୍ୟବହାର କରୁଥିଲେ ପ୍ଳଟ ନଂ ୨୨୩୦ ଓ ଖାତା ନଂ ୧୨୪ରେ ଥିବା ଘରକୁ ଲଗେଇ ଗୁହାଲ ଘର ବଡ଼ଭାଇ ନେଲେ । ମଝିଆ ପୁଅ ଅଶୋକ ସାହୁ ପୂର୍ବରୁ ରହୁଥିବା ଘରେ ରହିଲେ । ଆଉ ୨ଭାଇ କୃତିବାସ ଓ ପ୍ରଦୀପ ରହୁଥିବା ଘରକୁ ତା ୨୧ ସେପ୍ଟେମ୍ବର ୨୦୨୦ ସୁଦ୍ଧା ଘର ଖାଲି କରିବେ ଓ ତିନି ବଖରା ଘରକୁ ବ୍ୟବହାର କରିବେ । ତୃତୀୟ ପୁଅ ପ୍ରଦୀପ ସାହୁ ନିଷ୍ପତ୍ତି କ୍ରମେ ପୂର୍ବରୁ ଥିବା ଦୋକାନ ସହ ପଛରେ ଥିବା ଅଗଣାକୁ ବ୍ୟବହାର କରିବେ। ବଡ଼ଭାଇ

ଆଜିର ନିଷ୍ପତ୍ତି ଅନୁସାରେ ସାନଭାଇ ପ୍ରଦୀପକୁ ଖାଲି ଜାଗା ବାବଦରେ ଜାନୁଆରୀ ମାସ ୨୦୨୧ରେ ପ୍ରଦୀପ ର ଘର ତିଆରି ପାଇଁ ପଚାଶ ହଜାର ଟଙ୍କା ଦେବେ ଓ ତା ୨୭/୭/୨୦୧୪ରେ ନିଷ୍ପତ୍ତି ହୋଇଥିବା ସମାନ ଭାଗବଣ୍ଟା ଅନୁସାରେ ପ୍ରଦୀପ ପୁଣି ୧.୩୭ଡି. କଡି ଜମି ପାଇବେ। ଶେଷରେ ୧ମ ପକ୍ଷ ଅଭିଯୋଗ କାରିଣୀ ମା ସାବିତ୍ରୀ ସାହୁଙ୍କୁ ତିନି ପୁଅ ସପ୍ତାହ ପାଲିରେ ଖାଦ୍ୟପେୟ ଓ ସ୍ଵାସ୍ଥ୍ୟ ସମସ୍ୟା ପାଇଁ ବ୍ୟବସ୍ଥା କରିବାର ଘୋଷଣାନାମା ସହ ଉପସ୍ଥିତ ଅଭିଯୋଗକାରୀ ଓ ଭଦ୍ରବ୍ୟକ୍ତିଙ୍କ ସ୍ୱ।କ୍ଷରକ୍ରମେ ଘରୋଇ ଝେମେଲାର ସମାଧାନ ହୋଇଥିଲା । ( ରିପୋର୍ଟ ପ୍ରଦୀପ କୁମାର ଗଉଡ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version