ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ହେବ ମହାନଗର ନିଗମ | ପ୍ଲେନ ଉଡ଼ିବ, ଅଧିକ ଟ୍ରେନ ଚାଲିବ| ଭାଟୀକାନ ସିଟି ପରି ଚକ ଚକ କରିବ | ହେଲେ ବଡଦାଣ୍ଡ ର ଦୟନୀୟ ଆବସ୍ଥା ସରୁନାହିଁ | ରଥଯାତ୍ରା ପାଇଁ ବଡଦାଣ୍ଡ ସଫା ରହିଥିଲା|ଜାତୀୟ ରାଜପଥ ପକ୍ଷ ରୁ ଏବର୍ଷ ନୂଆ ପିଚୁ ହୋଇଛି | ବଦଶଙ୍ଖ ଜାତୀୟ ରାଜପଥ ବାଟରେ ବସୁଛି ହାଟ | ବାଉଁଶ ପୋତିବା ପାଇଁ ଶହ ଶହ ଗାତ ଖୋଳା ଯାଉଛି | ମେଡିକାଲ ଛକ ଠାରୁ ସିଂହ ଦ୍ୱାର ନୋ ଭେଣ୍ଡିଙ୍ଗ ଜୋନ ଯୋଗୁଁ ବାରଶହ ରୁ ଉର୍ଦ୍ଧ ଉଠାଦୋକାନୀ ଏବେ ରୋଜଗାର ଶୂନ୍ୟ |















