No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ରାପଡା ଜିଲ୍ଲା ପୁରୁଣା ମେଡିକାଲ ସ୍ଥିତ ସାଇ ହସ୍ପିଟାଲରେ ଆଜି ଆସିଛି ସଙ୍ଗୀନ ଅଭିଯୋଗ । ଗର୍ଭ ଯନ୍ତ୍ରଣାରେ କଷ୍ଟ ପାଉଥିବା ମାଆ ସହିତ ଚାଲିଯାଇଛି ଶିଶୁଟିର ଜୀବନ।
ଡାକ୍ତରଙ୍କ ଅବହେଳା ଯୋଗୁଁ ଏଭଳି ବାରମ୍ବାର ଘଟୁଛି ଏହି ଘରୋଇ ହସ୍ପିଟାଲରେ , ଡାକ୍ତରଙ୍କୁ ଆରେଷ୍ଟ କରିବା ସହ ମେଡ଼ିକାଲକୁ ସିଲ୍ କରାଯାଉ ଯାହା ଅଭିଯୋଗ କରି ସ୍ଥାନୀୟ ଲୋକ ମାନେ ଧାରଣାରେ ବସିଛନ୍ତି ।

No Result
View All Result