ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବଡଖଣି ଏସ୍ ଏସ ଡି ଉଚ୍ଚ ବିଦ୍ୟାଳୟ, ମୋହନା ଗ୍ରାମ ପଞ୍ଚାୟତ ସମେତ ଏକାଧିକ ସ୍ଥାନରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୁନୀତା ମଲ୍ଲିକ ଏବଂ ସ୍ଥାନୀୟ ପ୍ରଧାନ ଶିକ୍ଷକ ଙ୍କ ଉପସ୍ଥିତିରେ ମୋହନା ବିଚାର ବିଭାଗୀୟ ବିଚାରପତି ପ୍ରଥମ ଶ୍ରେଣୀ ମାନ୍ୟବର ସୁଭଜିତ୍ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଚାରା ରୋପଣ କରିଥିଲେ l




© 2023 Odisha Taza News.