• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

Proprietor Abhimanyu Maharana by Proprietor Abhimanyu Maharana
July 7, 2025
in ଓଡ଼ିଶା, ପୁରୀ, ବାଣିଜ୍ୟ, ହୋମ୍
0
Aashirvaad Salt ‘Iodine Ka Tilak’ Rath Yatra Campaign Goes On Wheels
Share on FacebookShare on TwitterWhatsapp

ବ୍ରାଣ୍ଡ୍‌ ଆୟୋଡିନ ସମ୍ପର୍କରେ ସମଗ୍ର ପୁରୀ, ଭୁବନେଶ୍ୱର, କୋଣାର୍କ ଏବଂ କଟକରେ ସଚେତନତା ସୃଷ୍ଟି କରିବାକୁ ପଥପ୍ରାନ୍ତ ନାଟକର ସୁଯୋଗ ନେଉଛି l

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀରେ ‘ଜୟ ଜଗନ୍ନାଥ‘ ପବିତ୍ର ଧ୍ୱନିରେ ଗଗମ ପବନ ପ୍ରତିଧ୍ୱନିତ ହେଉଥିବାବେଳେ ଆଶୀର୍ବାଦ ଲୁଣ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ତାହାର ‘ଆୟୋଡିନ ର ତିଳକ’ଅଭିଯାନ ସହିତ ପ୍ରତ୍ୟାବର୍ତ୍ତନ କରିଛି । ଚଳିତ ବର୍ଷ ଏହି ବ୍ରାଣ୍ଡ୍‌ ଆୟୋଡିନର ଗୁରୁତ୍ୱ ସମ୍ପର୍କରେ ଜନସମୁଦାୟଙ୍କୁ ପ୍ରଶିକ୍ଷିତ କରିବା, ଏ ସମ୍ପର୍କିତ ଆଲୋଚନାକୁ ଆଗକୁ ବଢାଇବା ଏବଂ କାହାଣୀ କଥନର କଳା ଜରିଆରେ ଦର୍ଶକଙ୍କ ସହିତ ଭାବପ୍ରବଣ ଭାବରେ ଯୋଡି ହେବାକୁ ଏକ ଶକ୍ତିଶାଳୀ ନୂଆ ମାଧ୍ୟମ ପଥ ନାଟକ (ପ୍ରତ୍ୟକ୍ଷ ପଥପ୍ରାନ୍ତ ନାଟକ ପ୍ରଦର୍ଶନ) ଆରମ୍ଭ କରିଛି । ପଥପ୍ରାନ୍ତ ନାଟକ ରଥ ଯାତ୍ରାର କାହାଣୀ ଏବଂ ପ୍ରତିଦିନ ଆହାରରେ ଆୟୋଡିନର ଗୁରୁତ୍ୱକୁ ଏକତ୍ରିତ କରୁଛି ।

ଏହି ପ୍ରତ୍ୟକ୍ଷ ପ୍ରଦର୍ଶନ ସ୍ଥାନୀୟ ମଞ୍ଚ କଳାକାରମାନଙ୍କ ଦ୍ୱାରା ଅଭିନୀତ ହେଉଥିବାବେଳେ ଏଥିରେ ଜଣେ ମା’ କିଭଳି ନିଜ ପିଲାର ସ୍କୁଲରେ ପ୍ରଦର୍ଶନକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଡାକ୍ତର ସେମାନଙ୍କୁ ଆୟୋଡିନ ଅଭାବ ଦୂରକରିବା ଏବଂ ମସ୍ତିଷ୍କର ବିକାଶ ନିମନ୍ତେ ଆୟୋଡିନଯୁକ୍ତ ଲୁଣ ବ୍ୟବହାର ଉପରେ ପରାମର୍ଶ ଦେଉଛନ୍ତି ତାହା ପ୍ରଦର୍ଶିତ ହେଉଛି । ଏହି ନାଟକରେ ଲୋକକଥାର ଅବତାରଣା, ହାସ୍ୟରସ ଏବଂ ଭାବପ୍ରବଣତାର ସମ୍ମିଶ୍ରଣ ଘଟିଛି ଯାହା ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଆୟୋଡିନଯୁକ୍ତ ଲୁଣ କେବଳ ରୋଷେଇ ଘର ସାମଗ୍ରୀ ନୁହେଁ, ଏହା କ୍ରମବର୍ଦ୍ଧିଷ୍ଣୁ ପିଲାଙ୍କର ମସ୍ତିଷ୍କ ବିକାଶ ଏବଂ ସେମାନଙ୍କର ଜୀବଦ୍ଦଶାରେ ବୋଦ୍ଧିକ ସାମର୍ଥ୍ୟରେ ବୃଦ୍ଧି ଘଟାଇବାରେ ସହାୟତା କରୁଛି ।

ଏହି ପ୍ରୟାସର କେନ୍ଦ୍ରସ୍ଥଳରେ ରହିଛି ପ୍ରତୀକାତ୍ମକ ‘ଆୟୋଡିନ ର ତିଳକ’- ଯାହା ଭକ୍ତମାନଙ୍କ ଲଲାଟରେ ଆୟୋଡିନ ଦ୍ରବଣ ସମ୍ମିଶ୍ରିତ ଘୋରା ଚନ୍ଦନକାଠର ତିଳକ ଲେପନ କରାଯାଉଛି ଏବଂ ଏହା ଶରୀର ପାଇଁ ଆୟୋଡିନ ଖୋରାକ ପ୍ରଦାନର ପ୍ରତୀକାତ୍ମକ ଏବଂ ଶାରୀରିକ ଯୋଗାଣ ହେଉଛି । ଏହି ବିଧି ବିଧାନକୁ ଅଧିକ ପରିପୁଷ୍ଠ କରିବାକୁ ସାମୁହିକ ସ୍ୱାସ୍ଥ୍ୟ ସମ୍ପର୍କିତ ଶପଥ ପାଠ କରାଯାଉଛି, ଯେଉଁଥିରେ ପ୍ରତ୍ୟେକ ପରିବାରକୁ ସେମାନଙ୍କର ଦୈନନ୍ଦିନ ଭୋଜନରେ ଆୟୋଡିନଯୁକ୍ତ ଲୁଣକୁ ଏକ ମୁଖ୍ୟ ଉପାଦାନ ଭାବରେ ସାମିଲ କରିବାକୁ ନିବେଦନ କରାଯାଉଛି । ଶ୍ରୀ ଅନୁଜ ରୁସ୍ତଗୀ, ସିଓଓ, ଷ୍ଟାପଲ୍‌ସ୍‌ ଆଣ୍ଡ ଆଡନାଜନ୍‌ସେସିଜ୍‌, ଫୁଡ୍‌ସ୍‌ ଡିଭିଜନ, ଆଇଟିସି ଲିମିଟେଡ କହିଥିଲେ, ‘ଆୟୋଡିନ ର ତିଳକ’ ସହିତ ଆମେ ପରିବାରଗୁଡିକୁ ଆାୟୋଡିନ ଅଭାବ ଜନିତ ଆପଦ ସମ୍ପର୍କରେ ପ୍ରଶିକ୍ଷିତ କରିବା ଜାରି ରଖିଛୁ ।

ଆୟୋଡିନଯୁକ୍ତ ଲୁଣ ମସ୍ତିଷ୍କର ବିକାଶ, ବିଶେଷକରି ପିଲାମାନଙ୍କ ପାଇଁ ଆୟୋଡିନର ଆବଶ୍ୟକତା ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଚଳିତ ବର୍ଷ ପଥପ୍ରାନ୍ତ ନାଟକ ଜରିଆରେ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ସିଧାସଳଖ ଜନସମୁଦାୟଙ୍କ ନିକଟରେ ପହଞ୍ଚାଉଛୁ ଏବଂ ଏହାକୁ ନିୟୋଜନକାରୀ, ସୁଲଭ୍ୟ ଏବଂ ସଂସ୍କୃତି ଭାବରେ ଗଭୀର ଜଡିତ କରିବା ପ୍ରଚେଷ୍ଟା କରୁଛୁ । ଏହି ପ୍ରୟାସ ଜରିଆରେ ଦୈନନ୍ଦିନ କାର୍ଯ୍ୟ ଭାବରେ ଆଶୀର୍ବାଦ ଲୁଣ ରୁ ଥରକରେ ଚିମୁଟାଏ ଲୁଣ ପ୍ରତ୍ୟେକ ରୋଷେଇ ଘରେ ପୁଷ୍ଟିସାଧନ ସହଯୋଗୀ ଭାବରେ ବ୍ୟବହାର କରିବାର ଅଭ୍ୟାସ ସୃଷ୍ଟି ଆଶା କରୁଛୁ ।” କ୍ଷେତ୍ରସ୍ତରରେ ଅନୁଭୂତି ହାସଲର ଅଂଶ ଭାବରେ ପୁରୀରେ ଜୁନ୍‌ ୩୦ ତାରିଖରେ ଏକ ପଥପ୍ରାନ୍ତ ନାଟକ ବଡଦାଣ୍ଡରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଭକ୍ତମାନେ ମଧ୍ୟ ଜୁନ୍‌ ୨୭ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ‘ଆୟୋଡିନ କା ତିଲକ୍‌’ ପାଇପାରୁଛନ୍ତି । । ପଥପ୍ରାନ୍ତ ନାଟକ ଭ୍ୟାନ୍‌ ଭୁବନେଶ୍ୱର (୨୭-୨୯ ଜୁନ୍‌) ଗସ୍ତ କରିବା ସହିତ କୋଣାର୍କକୁ (ଜୁଲାଇ ୧)ରେ ଗସ୍ତ କରିସାରିଛି ଏବଂ ସମ୍ପ୍ରତି ଏହା କଟକକୁ (୨-୫ ଜୁଲାଇ) ଯାତ୍ରା କରିଛି ଯାହା ପୁରୀ ବାହାରେ ମଧ୍ୟ ଏହି ଅଭିଯାନର ବାର୍ତ୍ତାର ଅନୁଭୂତି ପାଇବା ପରିବାରଗୁଡିକ ନିମନ୍ତେ ସୁନିଶ୍ଚିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସମୁଦ୍ରକୂଳରେ ପ୍ରଯ୍ୟଟକଙ୍କୁ ଲାଇଫଗାର୍ଡମାନଙ୍କ ଦ୍ୱାରା ସୁରକ୍ଷା ଓ ସେବା ସମ୍ପର୍କିତ ବ୍ରିଫିଂ କାର୍ଯ୍ୟକ୍ରମ

ସମୁଦ୍ରକୂଳରେ ପ୍ରଯ୍ୟଟକଙ୍କୁ ଲାଇଫଗାର୍ଡମାନଙ୍କ ଦ୍ୱାରା ସୁରକ୍ଷା ଓ ସେବା ସମ୍ପର୍କିତ ବ୍ରିଫିଂ କାର୍ଯ୍ୟକ୍ରମ

June 17, 2026
ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହ୍ୟାଣ୍ଡବଲ୍ ଖେଳାଳି ସ୍ୱସ୍ତିକ ମହାପ୍ରସାଦ ପତିଙ୍କୁ ସମ୍ବର୍ଦ୍ଧନା

ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହ୍ୟାଣ୍ଡବଲ୍ ଖେଳାଳି ସ୍ୱସ୍ତିକ ମହାପ୍ରସାଦ ପତିଙ୍କୁ ସମ୍ବର୍ଦ୍ଧନା

June 17, 2026
ତିନିରଥରେ ଘୋଡା ଲାଗିବା ପାଇଁ ଚାରପରିଛା ଫିଟିଙ୍ଗ

ତିନିରଥରେ ଘୋଡା ଲାଗିବା ପାଇଁ ଚାରପରିଛା ଫିଟିଙ୍ଗ

June 17, 2026
ପୁରୀ ରେ ବରିଷ୍ଠ ନିର୍ବାଚନ ଡେପୁଟି କମିଶନର : କ୍ଷେତ୍ର ପରିଦର୍ଶନ ସହ ଏସଆଇଆର କାର୍ଯ୍ୟ ର କଲେ ସମୀକ୍ଷା

ପୁରୀ ରେ ବରିଷ୍ଠ ନିର୍ବାଚନ ଡେପୁଟି କମିଶନର : କ୍ଷେତ୍ର ପରିଦର୍ଶନ ସହ ଏସଆଇଆର କାର୍ଯ୍ୟ ର କଲେ ସମୀକ୍ଷା

June 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସମୁଦ୍ରକୂଳରେ ପ୍ରଯ୍ୟଟକଙ୍କୁ ଲାଇଫଗାର୍ଡମାନଙ୍କ ଦ୍ୱାରା ସୁରକ୍ଷା ଓ ସେବା ସମ୍ପର୍କିତ ବ୍ରିଫିଂ କାର୍ଯ୍ୟକ୍ରମ

ସମୁଦ୍ରକୂଳରେ ପ୍ରଯ୍ୟଟକଙ୍କୁ ଲାଇଫଗାର୍ଡମାନଙ୍କ ଦ୍ୱାରା ସୁରକ୍ଷା ଓ ସେବା ସମ୍ପର୍କିତ ବ୍ରିଫିଂ କାର୍ଯ୍ୟକ୍ରମ

June 17, 2026
ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହ୍ୟାଣ୍ଡବଲ୍ ଖେଳାଳି ସ୍ୱସ୍ତିକ ମହାପ୍ରସାଦ ପତିଙ୍କୁ ସମ୍ବର୍ଦ୍ଧନା

ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହ୍ୟାଣ୍ଡବଲ୍ ଖେଳାଳି ସ୍ୱସ୍ତିକ ମହାପ୍ରସାଦ ପତିଙ୍କୁ ସମ୍ବର୍ଦ୍ଧନା

June 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version