ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମୟରେ ତିନି ରଥ ସମ୍ମୁଖ ରେ ନୂତନ ପ୍ରକାଶିତ ସାପ୍ତାହିକ ପର୍ଯ୍ୟଟନ ସମାଚାର ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଙ୍କ ଦ୍ୱରା ଶୁଭ ଉନ୍ମୋଚନ ହୋଇଯାଇଛି |
ଉନ୍ମୋଚନ ସମୟରେ ବରିଷ୍ଟ ସାମ୍ୱାଦିକା ବିଜୟଲକ୍ଷ୍ମୀ ମହାନ୍ତି, ବରିଷ୍ଟ ସାମ୍ବାଦିକ ବିଜୟ ମିଶ୍ର, ସୁଧାଂଶୁ ଶେଖର କର, ଅକ୍ଷୟ ସ୍ୱାଇଁ, ଓଡିଶୀ ନୃତ୍ୟ ଶିଳ୍ପୀ ଶ୍ରୀଜୟା ପଟ୍ଟନାୟକ ଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ |

















