No Result
View All Result
ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- ନୂଆଦିଲ୍ଲୀର ହାଉସଖାଜ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା,
ଦିଲ୍ଲୀ ରାଜ୍ଯ ସଭାପତି ବୀରେନ୍ଦ୍ର ସଚଦେବ, ବିଧାୟକ ସତୀଶ ଉପାଧ୍ୟାୟଙ୍କୁ ଆଜି ମନ୍ଦିର କାର୍ଯ୍ୟାଳୟରେ ରଥଯାତ୍ରା ମହୋତ୍ସବ ଅବସରରେ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରୁଛନ୍ତି ।

No Result
View All Result