No Result
View All Result
ରଣପୁର : ମା’ ବାଟମଙ୍ଗଳା ଦେବୈ ନମଃ
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତ ଆଷାଢମାସ ଶୁକ୍ଳପକ୍ଷ ତୃତୀୟା ଇଂ ତା ୨୮/୦୬/୨୦୨୫ ରିଖ ଶନିବାର ଠାରୁ ତା ୦୨.୦୭.୨୦୨୫ ରିଖ ବୁଧବାର ପର୍ଯ୍ୟନ୍ତ ଆମ୍ଭ ରଣପୁର ଗ୍ରାମର ଆରାଧ୍ୟ ଦେବୀ ମା’ ମଣିନାଗ ପୀଠରେ ଥିବା ମା’ ବାଟମଙ୍ଗଳା ଦେବୀଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହେବ । ଏଣୁ ବିନୀତ ଅନୁରୋଧ, ଆପଣ ଉକ୍ତ ଧର୍ମାନୁଷ୍ଠାନରେ ଯୋଗଦାନ କରି ମାଙ୍କ କୃପା ଲାଭ କରିବା ସହିତ ଆମ୍ଭ ମାନଙ୍କୁ ଉତ୍ସାହିତ କରିବା ହେବେ ।
ଆପଣଙ୍କର ଦର୍ଶନାଭିଳାଷୀ :- ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ୧୯୯୯ ବ୍ୟାଚ୍ ଛାତ୍ର/ଛାତ୍ରୀ ବୃନ୍ଦ, ରଣପୁର
-: କାର୍ଯ୍ୟସୂଚୀ :-
ତା. ୨୮/୦୬/୨୦୨୫ ରିଖ ଶନିବାର – ଅଙ୍କୁରାରୋପଣ
ତା ୨୯/୦୬/୨୦୨୫ ରିଖ ରବିବାର – କଳସଯାତ୍ରା
ତା ୩୦/୦୬/୨୦୨୫ ରିଖ ସୋମବାର -ଗର୍ଭାଧାନ, ପାର୍ବତୀ ନାମାଗ୍ନି ସଂସ୍କାର
ତା ୦୧/୦୭/୨୦୨୫ ରିଖ ମଙ୍ଗଳବାର – ସ୍ନାନ, ଶୟନ ତା ୦୨/୦୭/୨୦୨୫ ରିଖ ବୁଧବାର -ଜୀବନ୍ୟାସ, ପ୍ରାସାଦ ପ୍ରବେଶ, ପୂର୍ଣାହୂତୀ

No Result
View All Result