କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) କିକିଆ :- ଡ଼ୁମେରମୁଣ୍ଡାର ଆମ୍ବ ବଗିଚାରେ ତ୍ରୈଲୋକ୍ୟ ପଧାନଙ୍କ ନେତୃତ୍ୱରେ ଏବଂ “ମୃତ୍ୟୁଞ୍ଜୟ ବୈଦ୍ୟ ସଙ୍ଘ ” କଳାହାଣ୍ଡି ତତ୍ୱାବଧାନରେ ” ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ” ଇଣ୍ଟରନେସନେଲ ନେଚୁରୋପାଥି ଅର୍ଗାନାଇଜେସନ(ସୂରିୟା ଫାଉଣ୍ଡେସନ) ଦ୍ୱାରା ଆୟୋଜନ କରାଯାଇ ଥିଲା l ପ୍ରଥମ ପର୍ଯ୍ୟାୟ ସକାଳ ଘ ୮. ୩୦ ମି.ରୁ ଘ.୯. ୩୦ମି. ପର୍ଯ୍ୟନ୍ତ ଯୋଗାଭ୍ୟାସ କରାଯାଇ ଥିଲା । ଶ୍ରୀଯୁକ୍ତ ନରହରି ସ୍ୱାଇଁ ଯୋଗର ଉପକାରିତା ଉପରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇ ଥିଲେ l
















