• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀ ପୋଲିସ ଓ ଏନଜିଓ ସମ୍ବନୟ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
June 22, 2025
in ଓଡ଼ିଶା, ପୁରୀ, ହୋମ୍
0
ପୁରୀ ପୋଲିସ ଓ ଏନଜିଓ ସମ୍ବନୟ ବୈଠକ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ପୋଲିସ ଓ ଏନଜିଓର କର୍ମକର୍ତ୍ତା ମାନେ ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟ ସଭାଗୃହରେ ଶନିବାର ପୂର୍ବାହ୍ନରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ରଥଯାତ୍ରାରେ ୪୬୯ ଟି ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତି ସମ୍ପାଦକ ଓ ସଦସ୍ଯ ମାନେ ଯୋଗଦେଇ ଥିଲେ । ଏହି ବୈଠକରେ ଏସପି ବିନୀତ ଅଗ୍ରୱାଲ ଅଧ୍ୟକ୍ଷତା କରି କହିଲେ ରଥଯାତ୍ରା ହେଉଛି ଆମ ସମସ୍ତଙ୍କ ପବିତ୍ର ଉତ୍ସବ । ଏହାକୁ ସଫଳ କରିବା ପାଇଁ ଏନଜିଓମାନଙ୍କ ସେବାଦାନ ଅମୂଲ୍ଯ । ଆପଣ ମାନଙ୍କ ଭାବନା ଓ ସମର୍ପଣ ଭାବ ନେଇ ଯେମିତି ଅଗ୍ରସର ହେଉଛନ୍ତି ସେଥିପାଇଁ ପୁରୀ ପୋଲିସ ଓ ଭକ୍ତ ମାନେ ଆପଣ ମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି । ବଡଦାଣ୍ଡ ରାସ୍ତା ଜାମ୍ ନ ହେବାକୁ ଦେବା ଏବଂ ଅନାବଶ୍ୟକ ବସ୍ତୁ ରାସ୍ତାରେ ନ ରଖିବାକୁ ଅନୁରୋଧ ।ଖାଦ୍ୟ ଓ ପାନୀୟ ବଣ୍ଟନ ସମୟରେ ସଫା ସୁତୁରା ଓ ପରିଚ୍ଛନ୍ନତା ରଖିବା । ସାଧାରଣ କର୍ଡନ ଏରିଆରେ ଅନାବଶ୍ୟକ ଭାବରେ ପ୍ରବେଶ କରିବା ନିଷିଦ୍ଧ । ଜରୁରୀକାଳୀନ ଗାଡ଼ି ଚଳାଚଳ ପାଇଁ ବଡଦାଣ୍ଡରେ ସହଯୋଗ ସତର୍କତା ସହିତ କରିବା । ଭାରି ତାପମାନ ସମୟରେ ଭକ୍ତଙ୍କୁ ପାଣି ଛିଟା ଦେଇ ରାହତ ଦେବା ବେଳେ ସତର୍କତା ରଖିବା କୌଣସି ଭକ୍ତଙ୍କ ଆଖିରେ ପାଣି ପଡି ଆଘାତ ନ ହୁଅନ୍ତୁ । ଗରମ ଖାଦ୍ୟ ଠିକ୍ ଭାବେ ରଖିବା, ଯାହା ଭକ୍ତଙ୍କୁ ଛୁଇଁ ବା ଜଳିବା ସମସ୍ୟା ନ ହୁଏ।ବାହନ ବା ଅନ୍ୟାନ୍ୟ ବସ୍ତୁ ଅନ୍ୟାବଶ୍ୟକ ଭାବରେ ବଡଦାଣ୍ଡରେ ରଖି ଭକ୍ତମାନେ ପାଇଁ ବାଧା ସୃଷ୍ଟି କରିବା ନିଷିଦ୍ଧ। ଖାଦ୍ୟ ବଣ୍ଟନ କରୁଥିବା ଏନଜିଓମାନେ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ ରକ୍ଷା ମାନଦଣ୍ଡ ଅନୁସରଣ କରିବେ ।ପ୍ରଥମିକ ଚିକିତ୍ସା ସେବାରେ ବ୍ୟବହୃତ ଇଞ୍ଜେକସନ୍‌, ସିରିଞ୍ଜ ଓ ନିଡେଲ୍‌ ଠିକ୍ ଭାବେ ରଖିବା । ଏନଜିଓ ଆମ୍ବୁଲାନ୍ସ୍ ସେବା ନିଦ୍ଧିଷ୍ଟ ଅଞ୍ଚଳରେ ପାର୍କିଂ କରିବେ ଏବଂ ନିୟମ ଅନୁସରଣ କରିବେ । ଷ୍ଟ୍ରେଚର ସେବା ଦେଇଥିବା ସମୟରେ ଭକ୍ତମାନେ କୌଣସି ଅସୁବିଧା ନ ହୁଅନ୍ତୁ ସାବଧାନ ହେବା ।ପ୍ଲାଷ୍ଟିକ ବ୍ୟବ‌ହାର କମ କରିବା ତା ପାଇଁ ସଚେତନତା କରିବା ବିଶ୍ରାମ ଶିବିର ସଫା ଓ ସୁସଜ୍ଜିତ ରଖିବା । ଶୌଚାଳୟ ସେବା ପାଇଁ ଅତିରିକ୍ତ ସହଯୋଗ ଦେବା ହଜିଯାଇଥିବା ଶିଶୁ/ବୃଦ୍ଧ ବ୍ୟକ୍ତିଙ୍କୁ ଥାନାରେ ଯୋଗାଯୋଗ କରାଇବା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରତାପ, ଡିସି ଶ୍ରୀ ଜିତେନ୍ଦ୍ର କୁମାର ଦେହୁରୀ, ଟ୍ରାଫିକ ଡିସପି ରାଜକୁମାର ପରିଡା, ସିଂହଦ୍ୱାର, ଟାଉନ୍, କୁମ୍ଭରପଡ଼ା ଓ ସମୁଦ୍ରକୁଳ ପୋଲିସ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ। ସଭା ଶେଷରେ ସମସ୍ତ ଏନଜିଓ ପ୍ରତିନିଧିମାନେ ଏହି ବର୍ଷ ପୁରୀ ପୋଲିସଙ୍କ ବହୁତ ସହଯୋଗ ପ୍ରତି ଆନନ୍ଦିତ ଓ ଗର୍ବିତ ବୋଧ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

August 4, 2026
ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

August 4, 2026
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ

August 4, 2026
ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

August 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

August 4, 2026
ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

August 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version