No Result
View All Result
ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସିମିଳିବାଞ୍ଛା ଠାରେ ବସୁନ୍ଧରା ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡକାମି, ପଡିଆ ସଂସଦ ପ୍ରତିନିଧି ଶ୍ରୀ ପି. ଭେଙ୍କଟେଶ୍ୱର୍ ରାଓ, ପଡିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ଯମୁନା ମୁସାକି ,
ପଡ଼ିଆ ବିଧାୟକ ପ୍ରତିନିଧି ଶ୍ରୀ ମନୋଦୀପନ ରାୟ, ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର, ମୋଟୁ ତହସିଲଦାର ଶ୍ରୀ ରାମକୃଷ୍ଣ ସତ୍ୟରାଜଗୁରୁ, ମୋଟୁ ଅତିରିକ୍ତ ତହସିଲଦାର ଶ୍ରୀ ନାରାୟଣ ନାୟକ ଓ ସୂର୍ଯ୍ୟନାରାୟଣ ନାୟକ, ମୋଟୁ ରାଜସ୍ବ ପରିଦର୍ଶକ ଶ୍ରୀ କେ. ଚିନ୍ନାରାଓ,
ରାଜସ୍ୱ ନିରୀକ୍ଷକ ସିମିଳିବାଞ୍ଛା ଶ୍ରୀ ସମିନ୍ଦ୍ର ମିତ୍ର, ରାଜସ୍ୱ ନିରୀକ୍ଷକ ପଡିଆ ଶ୍ରୀ ଚିନ୍ମୟ ମହାପାତ୍ର, ରାଜସ୍ୱ ନିରୀକ୍ଷକ ନିଲିଗୁଡ଼ା କୁଶ୍ରୀ ଲକ୍ଷ୍ମୀନାରାୟଣ ଖଣ୍ଡୁଆଳ, ସିମିଳିବାଞ୍ଛା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ନାୟକ ପ୍ରମୁଖ ଯୋଗଦେଇ ଥିଲେ ।
ପଟ୍ଟା ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମାଡକାମି ରାଜ୍ୟ ସରକାରଙ୍କର ଏକ ବର୍ଷର ଉପଲବ୍ଧି ଓ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାର ପଟ୍ଟା ବଣ୍ଟନ କରିଥିଲେ ।

No Result
View All Result