No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ରାଜନଗର ବ୍ଲକ ଡାଙ୍ଗମାଳ ଗ୍ରାମରୁ ବନ କର୍ମଚାରୀ ମାନେ ୬ ଫୁଟ ୨ ଇଞ୍ଚର କୂମ୍ଭୀରକୁ ଉଦ୍ଧାର କରିଛନ୍ତି । ଏହି ଗ୍ରାମର ରାଜେଶ କୁମାର ପତି ଙ୍କ ପୋଖରୀରେ କୂମ୍ଭୀର ପଶିଥିବା ଖବର ପାଇ ସହକାରୀ ବନ ସଂରକ୍ଷକ ମାନସ ଦାସ ଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ବବୁଲ ପରିଡ଼ାଙ୍କ ନେତୃତ୍ୱରେ ଅର୍ଜୁନ ଦଳାଇ,
ସଞ୍ଜୟ ଦଳାଇ, ଭାଗିରଥ୍ ସିଂହ, ଚନ୍ଦ୍ରମଣି ବେହେରା, ନିର୍ମଳ ଦଳାଇ ପହଞ୍ଚି ଜାଲ ସାହାଯ୍ୟରେ ୬ ଫୁଟ ୨ ଇଞ୍ଚର ଅଣ୍ଡି ରା କୂମ୍ଭୀରକୁ ଉଦ୍ଧାର କରି ଭିତରକନିକା ନଦୀରେ ଛାଡି ଦେଇଥିଲେ ।

No Result
View All Result