ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ଇଟାମାଟି :- ଇଟାମାଟିସ୍ଥିତନାରାୟଣୀ ବାଳିକା ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀବିଷ୍ନୁପ୍ରିୟା ଦେବୀଙ୍କ (୫୯)ପରଲୋକରେ ରାଜ୍ୟ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁଙ୍କ ସମେତ ଇଟାମାଟି ଶିକ୍ଷ୍ୟା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ନୟାଗଡ ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ଶିକ୍ଷ୍ୟାବିତ ଅଶୋକ ନାୟକ,ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ,
ଶିକ୍ଷ୍ୟା ବିତ ଶ୍ରବଣ କୁମାର ରାମଙ୍କ ସମେତ ବହୁ ବୁଦ୍ଧିଜୀବୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି|ସେ ଏକ ବର୍ଷରୁ ଉର୍ଦ୍ଧ ଦିନ ଧରି କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଆଜି ସକାଳ 4.9.2020 ହେଲା (ରାମକୃଷ୍ଣ ରଥ)