ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ୱର ପ୍ରମୁଖ ଏୟାର କଣ୍ଡିସନର୍ ଉତ୍ପାଦକ ମିତ୍ସୁବିଶି ଇଲେକ୍ଟ୍ରିକ୍ ଏବେ ଓଡିଶାର ଭୁବନେଶ୍ୱର ରେ ତାଙ୍କର ଏକ୍ସକ୍ଲୁସିଭ୍ ଶୋରୁମ୍ “କୁଲିଂ ପ୍ଲାନେଟ୍” ଆରମ୍ଭ କରିଛନ୍ତି। ଏହି ନୂଆ ଶୋରୁମ୍ ଏସ ଆର ରେଫ୍ରିଜରେଶନ, ଲେନ୍-୨, ଡିଷ୍ଟ୍ରିକ୍ଟ ସେଣ୍ଟର୍, ଚନ୍ଦ୍ରଶେଖରପୁରରେ ଅବସ୍ଥିତ।

















