• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶାରେ ସୈନିକ ମାନଙ୍କ ମାତୃଭୂମି ର ଅଧିକାର କୁ ଛଡାଇ ନେଇ ବିଦେଶୀ ନାଗରିକ ଙ୍କୁ ଦିଆଯାଉଛି

Proprietor Abhimanyu Maharana by Proprietor Abhimanyu Maharana
June 8, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡ଼ିଶାରେ ସୈନିକ ମାନଙ୍କ ମାତୃଭୂମି ର ଅଧିକାର କୁ ଛଡାଇ ନେଇ ବିଦେଶୀ ନାଗରିକ ଙ୍କୁ ଦିଆଯାଉଛି
Share on FacebookShare on TwitterWhatsapp

ସରକାରୀ ଜମିକୁ ବାଂଲାଦେଶ ରୁ ଆସିଥିବା ସରଣାର୍ଥୀ ଙ୍କୁ ଦିଆଯାଉଛି କିନ୍ତୁ ସେହି ଦେଶର ମାଟି ପାଇଁ ବଳିଦାନ ଦେଉଥିବା ଜବାନ ମାନଙ୍କ ଜମିକୁ ସରକାର ଛଡେଇ ନେଇଛନ୍ତି l

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍)  :-  ଅନେକ ଦେଶ ଆଜି ଯୁଦ୍ଧ ମୂଖା, ଦେଶବାସୀ ଆଜି ଅପରେସନ ସିନ୍ଦୁର ପାଇଁ ସେନାବାହିନୀ ର ପରାକ୍ରମ କୁ ଧନ୍ୟବାଦ ଦେଉଛି. ଓଡ଼ିଶାରେ ସେନା ର ବୀରତ୍ୱ ପାଇଁ ପରାକ୍ରମ ଯାତ୍ରା କରାଯାଉଛି ତ କେଉଁଠି ଜୟହିନ୍ଦ ସଭା କରାଯାଉଛି , କିନ୍ତୁ ଜୀବନକୁ ବାଜି ଲଗାଇ ସେହି ମାଟି ପାଇଁ ବଳିଦାନ ଦେଉଥିବା ସୈନିକଟିଏ ଆଜି ନିଜ ମାଟିରେ ମାତୃଭୂମି ର ଅଧିକାରରୁ ବଞ୍ଚିତ ହେଉଛି ଅନ୍ୟ ପଟରେ ବିଦେଶୀ ବାଙ୍ଗଲାଦେଶୀ ନାଗରିକ ମାନଙ୍କୁ ସମସ୍ତ ସରକାରୀ ସୁରକ୍ଷା ଦିଆଯାଉଛି l

ସୂଚନାଯୋଗ୍ୟ ଯେ ଭାରତ ସରକାର ଙ୍କ ନିର୍ଦେଶ କ୍ରମେ ସ୍ୱରାଷ୍ଟ୍ର ବିଭାଗ ରିଜୋଲସନ ନଂ 11323-35-29/63 poll ତାରିଖ 14 ମେ 1963, ନଂ 59216 ତାରିଖ 24 ଅକଟୋଵର 1986 ଏବଂ ରାଜସ୍ଵ ବିଭାଗ ସଂକଳ୍ପ ନଂ ଜିଇ(ଜି.ଏଲ)-ଏସ-62/97-19513ରା ତାରିଖ 16 ଏପ୍ରିଲ 1998 ଅନୁସାରେ ଯୁଦ୍ଧ କ୍ଷତ୍ର ଓ forward ଅଞ୍ଚଳରେ ନିଯୁକ୍ତ ଯବାନମାନଙ୍କୁ ପାଞ୍ଚ ଏକର ‘ଜବାନ ସରଂକ୍ଷିତ ଜମି’ ଦିଆଯାଇ ଆସୁଥଲା କିନ୍ତୁ ଜମିର ଅଭାବ ଦର୍ଶାଇ ପୂର୍ବ ସରକାର ଙ୍କ ସ୍ୱରାଷ୍ଟ୍ର ବିଭାଗ ରିଜୋଲସନ ନଂ 7390-poll/2-04/2013 Poll ତାରଖ 19 ଫେବୃଆରୀ 2014 ରେ ପୂର୍ବନିର୍ଦେଶକୁ ବାତିଲ କରିଛନ୍ତି । କିନ୍ତୁ RTI ତଥ୍ୟ ଅନୁସାରେ 2012 ରେ ପ୍ରାୟ 3 ଲକ୍ଷ ଏକର ଜମି ଏଥିପାଇଁ ସରଂକ୍ଷିତ ଥିବାର ଉଲେଖ ରହିଛି। ତେଣୁ ଯବାନ ଲିଜ ଜମି ଅଭାବ ଥିବା କଥା ଅସତ୍ୟ ।

ଅନ୍ୟପଟରେ ଜବାନ ଲିଜ ଜମିକୂ ଅନେକ କ୍ଷତ୍ରରେ ପ୍ରଭାବଶାଳୀ ଲୋକ ଏବଂ ନୟାଗଡ ଜିଲ୍ଲା ର ରଣପୁର ତହସିଲ ରେ ପଥର ଖଣି ମାଫିଆ ମାନଙ୍କୁ ଆବଣ୍ଟନ କରାଯାଇଛି l ସରକାରୀ ଜମିକୁ ବାଂଲାଦେଶ ରୁ ଆସିଥିବା ସରଣାର୍ଥୀ ଙ୍କୁ ଦିଆଯାଉଛି କିନ୍ତୁ ସେହି ଦେଶର ମାଟି ପାଇଁ ବଳିଦାନ ଦେଉଥିବା ଜବାନ ମାନଙ୍କ ଜମିକୁ ସରକାର ଛଡେଇ ନେଇଛନ୍ତି l କେବଳ ନବରଙ୍ଗପୁର, ମାଲକାନଗିରି ଓ ଗଜପତି ଜିଲ୍ଲା ର ତଥ୍ୟ ଅନୁଯାୟୀ 74113 ବାଂଲାଦେଶୀ ସରଣାର୍ଥୀ ଓ 56 ତାମିଲ ସରଣାର୍ଥୀ ରହୁଛନ୍ତୁ l ଅନ୍ୟ ଜିଲ୍ଲା ମାନଙ୍କ ତଥ୍ୟ ଦିଆଯାଇନାହିଁ l ତଥ୍ୟ ଅନୁଯାୟୀ ନବରଙ୍ଗପୁର ଜିଲ୍ଲାରେ ବାଙ୍ଗଲାଦେଶ ବିଭାଜନ ପରେ 1986 ରେ କେବଳ 6355 ବିବାଙ୍ଗଲାଦେଶୀ ଶରଣାର୍ଥୀ ଥିଲେ କାଳକ୍ରମେ ଏହା 46848 କୁ ଟପି ଗଲାଣି l

ଆଜି ଅଲ ଓଡିଶା ଭେଟେରାନ ସୋଲଜରସ ଆଶ୍ସୋସିଏସନ ର ଗଭର୍ଣ୍ଣିଙ୍ଗ ବାଡ଼ି ର ମିଟିଂ ରେ ସଂଘର ସଭାପତି ଭେଟେରାନ ପରମେଶ୍ୱର ସ୍ୱାଇଁ ଓଡିଶା ରେ ପୂର୍ବ ସୈନିକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ସଂଘ ରେ ଉପ-ସଭାପତି ମଧୁସୂଦନ ଦାସ ଓ ପତିତପାବନ ସେନାପତି, ସେକ୍ରେଟାରୀ ଉମେଶ ଚଇନି, ସଂଯୋଜକ ରତ୍ନାକର ଗୁମାନସିଂ , ଦେବରାଜ ବଳିୟାରସିଂ, ଦେବେନ୍ଦ୍ର ରାଉତ ଆଦି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l

ଓଡିଶା ରେ ପୂର୍ବ ସୈନିକ ମାନଙ୍କୁ କୌଣସି ଚାକିରୀ ନାହିଁ ସେମାନଙ୍କୁ ଠିକl ସଂସ୍ଥା ରେ ରଖାଯାଉଛି ଓ ଅନେକ ସମୟ ରେ ସେମାନେ କିଛି ଅସାଧୁ ଲୋକ ମାନଙ୍କ ଆକ୍ରମଣ ର ଶିକାର ହେଉଛନ୍ତି l ଓଡିଶା ରେ ପୂର୍ବ ସୈନିକ ମାନଙ୍କୁ କୌଣସି ଚାକିରୀ ନାହିଁ ଓ ସେମାନଙ୍କୁ ଠିକl ସଂସ୍ଥା ରେ ରଖାଯାଉଛି ଓ ଅନେକ ସମୟ ରେ ସେମାନେ କିଛି ଅସାଧୁ ଲୋକ ମାନଙ୍କ ଆକ୍ରମଣ ର ଶିକାର ହେଉଛନ୍ତି l ବିଗତ ଦିନରେ BMC ଏନ୍ଫୋର୍ସମେଣ୍ଟ ସ୍କୁର୍ଡ଼ କୁ ଆକ୍ରମଣ ଘଟଣା ହେଉ କି କାକଟପୁର ରେ TPDCOL ଏଜେନ୍ସି ରେ ଯବାନ କୁ ମରଣାତ୍ମକ ଆକ୍ରମଣ ଘଟଣା ପୂର୍ବ ସୈନିକ ମାନଙ୍କ ସୁରକ୍ଷା ଓ ସମ୍ମାନ କୁ ଆଞ୍ଚ ଆସିଛି l

ଏଜେନ୍ସି ରେ ଡିଉଟି କରୁଥିବା ଯବାନ ମାନଙ୍କୁ ପରିଚୟ ପତ୍ର ଦିଆଯାଉନାହିଁ କି EPF ର ସୁବିଧା ଦିଆଯାଉନାହିଁ l ଅଲ ଓଡିଶା ଭେଟେରାନ ସୋଲଜରସ ଆଶ୍ସୋସିଏସନ ଓଡ଼ିଶାରେ ପୂର୍ବ ସୈନିକ ନିଗମ ର ଗଠନ ଓ ସମସ୍ତ ପୂର୍ବ ସୈନିକ ମାନଙ୍କୁ ଏହି ସଂସ୍ଥା ରେ ସାମିଲ କରିବା ପାଇଁ ସରକାରଙ୍କୁ ଅନୁରୋଧ କରୁଛି l ଓଡ଼ିଶାର ସହିଦ ମାନଙ୍କୁ ମାନେ ପକାଇବା ପାଇଁ ଭୁବନେଶ୍ୱର କଳିଙ୍ଗନଗର ରେ ଗୋଟିଏ ଯୁଦ୍ଧ ସହିଦ ସହିଦ ସ୍ମାରକ ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖାଗଲା l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

May 11, 2026
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026

Recent News

ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

May 11, 2026
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

May 11, 2026
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version