ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୂଆଗାଁ ବ୍ଲକ୍ ରେ ଥିବା ଗୋଳଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଡଃ.ବାସନ୍ତୀ ବେହେରା ବିଦ୍ୟାଳୟକୁ ପ୍ଲାଷ୍ଟିକ ମୁକ୍ତ ,ବୃକ୍ଷ ରୋପଣ କରିବା ସହ ଛାତ୍ର ଛାତ୍ରୀ ଲୋକମାନଙ୍କୁ ସଚେତନତା କରିବା ଏବଂ ପରିବେଶ ର ସୁରକ୍ଷା ଆଦି ଉପରେ ଅହରହ ପ୍ରଚେଷ୍ଟା ଜାରି ରଖିଥିଲେ।ଯାହାଫଳରେ ତାଙ୍କ ପ୍ରଚେଷ୍ଟା,ଅକ୍ଲାନ୍ତ ପରିଶ୍ରମ ର ମୂଲ୍ୟ ମିଳିଛି ।















