ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶନିବାର ମଧ୍ଯାହ୍ନରେ ଚନ୍ଦନପୁର ସ୍ଥିତ ବୀରନରସିଂହପୁର ବାଇପାସ ରାସ୍ତା ପାର୍ଶ୍ବରେ ଥିବା ମା ଦକ୍ଷିଣକାଳୀ ମନ୍ଦିରରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମାଆଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରିଥିଲେ । ଏହି ଅବସରରରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମାଆଙ୍କୁ ଦର୍ଶନ କରି ବହୁତ ଖୁସି ଅନୁଭବ କରୁଛି ।















