No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସ ପଟ୍ଟନାୟକ ମହୋଦୟଙ୍କୁ ‘ମିଡିଆ ଫେଡରେସନ ଅଫ୍ ଓଡିଶା’ ତରଫରୁ
ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ଅବସରରେ ସାମ୍ବାଦିକମାନଙ୍କ ସାତ ଦଫା ଦାବି ସଂକ୍ରାନ୍ତରେ ସ୍ମାରକପତ୍ର ସହ ଆଲୋକପାତ କରିଥିଲୁ l

No Result
View All Result