• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀ ସମୁଦ୍ରକୂଳେ ହୋଇନାହିଁ ସିନ୍ଥେଟିକ୍ ୱାଲ ବିପଦରେ ପୁରୀ ବିଚ୍ !

Proprietor Abhimanyu Maharana by Proprietor Abhimanyu Maharana
June 5, 2025
in ଓଡ଼ିଶା, ପୁରୀ, ହୋମ୍
0
ପୁରୀ ସମୁଦ୍ରକୂଳେ ହୋଇନାହିଁ ସିନ୍ଥେଟିକ୍ ୱାଲ ବିପଦରେ ପୁରୀ ବିଚ୍ !
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ବାୟୁମଣ୍ଡଳରେ ଦିନକୁ ଦିନ ତାତି ବଢୁଛି । ତରୁଳୁଛି ବରଫ ପାହାଡ । ସମୁଦ୍ରରେ ମିଶୁଛି ପାଣି । ଫୁଲୁଛି ସମୁଦ୍ର । କୂଳଲଙ୍ଘି ରାମଚଣ୍ଡୀ ଠାରେ ରାସ୍ତା ଖାଇଗଲାଣି । ମଙ୍ଗଳା ମୁହାଣ ମେଲୁଛି, ଫୁଲୁଛି । ସମୁଦ୍ର ସହର ଆଡକୁ ୟୁଟର୍ଣ୍ଣ କରୁଛି । ୧୯୯୦ ରୁ ୨୦୧୮ ମଧ୍ଯରେ ଓଡିଶାର ୧୪୦ କିଲୋମିଟର ଉପକୂଳ ଅବକ୍ଷୟ ହୋଇଛି ବୋଲି ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର ରିପୋର୍ଟ ଦେଇଛି ।

ପୁରୀ -କୋଣାର୍କ ରାସ୍ତାର ରାମଚଣ୍ଡୀ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ର ରାସ୍ତାକୁ ଅବକ୍ଷୟ କରୁଛି । ସ୍ଥାୟୀ ମୁକାବିଲା ପାଇଁ ସିନ୍ଥେଟିକ୍ ୱାଲ କରାଯାଉନାହିଁ । ମଙ୍ଗଳା ନଦୀ ମୁହାଣରେ ସମୁଦ୍ର ବାଲିବନ୍ତ ଭୁଷୁଡ଼େଇ ସମୁଦ୍ର ଗର୍ଭକୁ ଟାଣି ନେଉଛି । କୋଭିଡ ମଶାଣି ପର୍ଯ୍ୟନ୍ତ ବାଲିବନ୍ତ ଭୁଷୁଡ଼ି ଗଲାଣି । ବେଳେ ବେଳେ ପୁରୀ ସମୁଦ୍ର ଉଠାଦୋକାନୀଙ୍କ ଖଟ ଭସାଇ ନେଊଛି । ସ୍ବର୍ଗଦ୍ବାର ନିକଟରେ ବାରମ୍ବାର ସମୁଦ୍ର ରାସ୍ତା ପାର୍ଶ୍ବରେ ମାଡ ହେଉଛି । ପୂର୍ବେ ସ୍ବର୍ଗଦ୍ବାର ମଶାଣିରୁ ସମୁଦ୍ର ପାଣି ହାଡ ପାଉଁଶ ଭସାଇ ନେଉଥିଲା । ଏବେ ରାସ୍ତା ହେବାରୁ ସମୁଦ୍ର ବାଟ ପାଉନି ।

ସମୁଦ୍ର ଭିତର ଜୁଆର କୂଳରେ କ୍ଷୀପ୍ର ବେଗରେ ମାଡ ହେବା ଯୋଗୁ ବାଲି ସ୍ତରରେ ଚହଲ ସୃଷ୍ଟି କରି ସମୁଦ୍ରକୂଳ ପାଚେରି ଭୁଷୁଡୁଛି । ସମୁଦ୍ରର ଉଚ୍ଚ ମାନର ଢେଉ ଅଞ୍ଚଳରେ ଚାରି ମହଲା, ଛଅ ମହଲା ଓ ବାର ମହଲା ହୋଟେଲ ଗଢି ଉଠିବାରୁ ବାଲି ସ୍ତରରେ ଚାପ ସୃଷ୍ଟି ହୋଇ ସମୁଦ୍ର ଭିତରକୁ ବାଲି କ୍ଷରଣ ହେଉଛି । ଯାହାଫଳରେ ହୋଟେଲ ଉପରେ ବିପଦ ସୃଷ୍ଟି ଆଶଙ୍କା ରହିଛି ।

ସମୁଦ୍ରକୂଳ ବାଲିବନ୍ତ, ଝାଉଁବଣ ଓ ହେନ୍ତାଳ ବଣ ନଷ୍ଟ ହେବା ଯୋଗୁ ଚିଲିକା ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଉପକୂଳ ନିକଟରେ ଥିବା ପଚାଶରୁ ଉର୍ଦ୍ଧ୍ବ ଗାଁ ସମୁଦ୍ର ଆଁରେ ପଶିଯିବାର ଆଶଙ୍କା ସୃଷ୍ଟି ହେଲାଣି । ପ୍ରକୃତିର କରାଳ ତାଣ୍ଡବ ଓ ମାନବକୃତ ଅବକ୍ଷୟ ସମୁଦ୍ର କୂଳ ଲଙ୍ଘିବା ପଛର କାରଣ ହୋଇଛି । ସିଆରଜେଡ୍ ଆଇନକୁ ନମାନି ଶହ ଶହ ହୋଟେଲ ଓ ଅଟ୍ଟାଳିକା ଗଢି ଉଠୁଛି । ପୂର୍ବେ ପୁରୀ ସମୁଦ୍ର ସୋଲାଖିଆ ବରଗଛ ପର୍ଯ୍ୟନ୍ତ ମାଡି ଆସୁଥିଲା ।  ଏବେ ସମୁଦ୍ର ତାର ପୁରୁଣା ବାଟ ଖୋଜୁଛି ।

ଏବେ ପୁରୀ ସମୁଦ୍ର ଅତି ଜୁଆରିଆ ରହୁଛି । ଅଣ୍ଡର କରେଣ୍ଟ ଅଧିକ ସୃଷ୍ଟି ହେଉଛି । କିଛିଦିନ ତଳେ ଜୁଆର ଓ ଉଚ୍ଚମାନର ଢେଉ ଯୋଗୁ ନିକଟରେ ଏକ ସ୍ପିଡି ବୋଟରେ ଚାରି ଜଣ ପର୍ଯ୍ଯଟକ ବସିଥିଲେ ମଧ୍ଯ ସେମାନଙ୍କୁ ଓଲଟାଇବାରେ ସକ୍ଷମ ହେଲା । ପୁରୀ ସମୁଦ୍ର ଦେଖି ଭୂ ବିଜ୍ଞାନୀ ପରିବେଶବିତ, ସାମୁଦ୍ରିକ ବିଶେଷଜ୍ଞ ଇଞ୍ଜିନିୟର ମାନେ ଚିନ୍ତା ପ୍ରକଟ କଲେଣି । ଚିଲିକା ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ସମୁଦ୍ର ଜୁଆର ସେନସିଟିଭ ଏରିଆ ଚିହ୍ନଟ କରି ସିନ୍ଥେଟିକ୍ ୱାଲ କରିବା ପାଇଁ ଉପକୂଳବାସୀ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

August 4, 2026
ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

August 4, 2026
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ

August 4, 2026
ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

August 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

August 4, 2026
ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

August 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version