• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯାତ୍ରୀବାହୀ ବସ ଯୋଗେ କାଠ,ବାଉଁଶ ପରିବହନ : ବନ ବିଭାଗ ନିଦାବିଷ୍ଣୁ

Proprietor Abhimanyu Maharana by Proprietor Abhimanyu Maharana
May 31, 2025
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଯାତ୍ରୀବାହୀ ବସ ଯୋଗେ କାଠ,ବାଉଁଶ ପରିବହନ : ବନ ବିଭାଗ ନିଦାବିଷ୍ଣୁ
Share on FacebookShare on TwitterWhatsapp

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍)  :-  ହିଞ୍ଜିଳିକାଟୁରେ ଅବସ୍ଥାପିତ ଅଛି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ । ଦୀର୍ଘ ବର୍ଷ ଧରି ବିଭାଗଟି ଏଠାରେ କାର୍ଯ୍ୟକ୍ଷମ ଥିଲେ ମଧ୍ଯ ଏଠାରେ ନିଯୁକ୍ତି ହୋଇଥିବା ବନପାଳଙ୍କ ଅନିୟମିତ ଅନୁପସ୍ଥିତି ଯୋଗୁଁ ଜଙ୍ଗଲ ଜାତ ଦ୍ରବ୍ୟ ଚୋରା କାରବାରର ପେଣ୍ଠସ୍ଥଳୀ ଭାବେ ସ୍ଥାନୀୟ ସହର ପ୍ରସିଦ୍ଧି ଲାଭ କରିଛି । ବିଶେଷ କରି ଏଠାରେ ଆବାସିକ କାର୍ଯ୍ୟାଳୟଟି ରେ ସବୁ ପ୍ରକାର ସୁବିଧା ଉପଲବ୍ଧ ଥିଲେ ସୁଦ୍ଧା ବହୁ ସମୟରେ ବନପାଳଙ୍କ ଅନୁପସ୍ଥିତି ଚୋରା କାଠ ବ୍ୟବସାୟୀଙ୍କ ପାଇଁ ପୁଷ ମାସ ପାଲଟିଛି ।

ଏହାର ଭରପୁର ଫାଇଦା ଉଠାଇ ଚୋରା କାଠ ବ୍ୟବସାୟୀ ବେଶ ସକ୍ରିୟ ହୋଇଥିଲା ବେଳେ ହିଞ୍ଜିଳିକାଟୁ ସହର ଦେଇ ଓ ସହର ଭିତରକୁ ଦୈନିକ ଚୋରା ମୂଲ୍ୟବାନ କାଠ, ବାଉଁଶ ଓ ଅନ୍ୟାନ୍ୟ ମୂଲ୍ୟବାନ ଜଙ୍ଗଲ ଜାତ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ଦେଖାଯାଇଛି । ସୋରଡ଼ା,ବଡଗଡ ଓ ଶେରଗଡ଼ ଅଞ୍ଚଳରୁ ନିୟମିତ ବ୍ୟବଧାନରେ ଚୋରା କାଠ ବାଉଁଶ ସହ ଜଙ୍ଗଲ ଜାତ ଦ୍ରବ୍ୟ ଟ୍ରାକ୍ଟର,ପିକ୍ଅପ୍ ଓ ବିଭିନ୍ନ ଘରୋଇ ଯାତ୍ରୀବାହୀ ବସ୍ ଯୋଗେ ପରିବହନ ହେଉଥିବା ଦେଖାଯାଇଛି । ଏହା ବ୍ୟତୀତ ପୋଲସରା,କବିସୂର୍ଯ୍ୟ ନଗର ଓ ଏହାର ଆଖପାଖ ଅଞ୍ଚଳରୁ ଆଲପୁର ସ୍ଥିତ ଋଷିକୁଲ୍ୟା ସେତୁ ଦେଇ ବିଳମ୍ବିତ ରାତ୍ରୀରେ ବିଭିନ୍ନ ଉପାୟରେ ମୂଲ୍ୟବାନ କାଠ,

ପଟା ହିଞ୍ଜିଳିକାଟୁ ବନାଞ୍ଚଳର ତାରାତାରିଣୀ ଓ ଏହାର ଆଖପାଖ ଅଞ୍ଚଳକୁ ବେଧଡକ ଭାବେ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି । ସ୍ଥାନୀୟ ବନ ଅଧିକାରୀ ଓ ବନରକ୍ଷୀଙ୍କ ନିଷ୍କ୍ରିୟତା ଓ ନୀରବତା ଯୋଗୁଁ ହିଞ୍ଜିଳିକାଟୁ ବନାଞ୍ଚଳର ଉଭୟ ସହର ଓ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ପରି ବହୁ ବେଆଇନ କାଠ ବ୍ୟବସାୟ ଦୋକାନ ଗଢି ଉଠିଛି । ସରକାରୀ ଭାବେ କେବଳ ୫ ଜଣ ବ୍ୟବସାୟୀଙ୍କୁ କାଠ ବିକ୍ରି ପାଇଁ ଅନୁମତି ମିଳିଥିବା ବେଳେ ଏଠାରେ କିନ୍ତୁ ଚୋରା କାଠ ବ୍ୟବସାୟୀଙ୍କ ସଂଖ୍ୟା ତତୋଧିକ ।

ଚୋରା କାଠ ବାଉଁଶ ଓ ଜଙ୍ଗଲ ଜାତ ଦ୍ରବ୍ୟ ପରିବହନ ପାଇଁ ବିଭାଗ ପକ୍ଷରୁ ବହୁ ଆଇନ ଓ କଟକଣା ଜାରୀ ହୋଇଥିଲେ ମଧ୍ୟ ଚୋରା କାଠ ବ୍ୟବସାୟୀଙ୍କ ସହ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଓ ଗୁପ୍ତ ଦେଣନେଣ ଯୋଗୁଁ ସମ୍ଭବତଃ ଏଠାରେ ସରକାରୀ ଆଇନ କାନୁନ କେବଳ ଲୋକ ଦେଖାଣିଆ ପାଲଟିଛି । ଏପରିକି ଦୀର୍ଘ ଦିନ ଧରି ବନପାଳଙ୍କ କାର୍ଯ୍ୟାଳୟ ଅତି ନିକଟରେ କାଠ କୋଇଲା ଗୋଦାମ ରହିଛି । ନିୟମିତ ବ୍ୟବଧାନରେ ଗୋଦାମକୁ ଭାରି ଯାନ ଯୋଗେ ବସ୍ତା ବସ୍ତା କାଠ କୋଇଲା ଆମଦାନୀ ହେଉଥିବା ବେଳେ କିନ୍ତୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ନିଦାବିଷ୍ଣୁ ସାଜି ଥିବା ଜଣାପଡ଼ିଛି ।

ଚୋରା କାଠ ବାଉଁଶ ଓ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟର ବେଧଡକ ପରିବହନ ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ୱ କ୍ଷତି ସାଧନ ହେଉଥିବା ବେଳେ କିନ୍ତୁ ଚୋରା ବ୍ୟବସାୟୀ ବେଶ୍ ସକ୍ରିୟ ହେବା ଓ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠନ ନ ହେବା ଘଟଣା ବିଭାଗୀୟ ଅଧିକାରୀଙ୍କ ଭୂମିକା ଓ କାର୍ଯ୍ୟ ଦକ୍ଷତା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଣୁ ଚୋରା କାଠ,ବାଉଁଶ ଓ ଜଙ୍ଗଲ ଜାତ ଦ୍ରବ୍ୟର ବେଆଇନ ପରିବହନ ଓ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବି ମହଲରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version