• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

Proprietor Abhimanyu Maharana by Proprietor Abhimanyu Maharana
May 31, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ହୋମ୍
0
କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ରୋଜେକ୍ଟ ବସୁଧା ଆରମ୍ଭ କରିଛି । ଏହା ଏକ ପୂର୍ଣ୍ଣାଙ୍ଗ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ ଯେଉଁଥିରେ କୃଷକମାନଙ୍କ ନିମନ୍ତେ ଦୀର୍ଘସ୍ଥାୟୀ କୃଷି, ପଶୁସମ୍ପଦ ପାଳନକୁ ପ୍ରୋତ୍ସାହନ ଏବଂ ଆୟ ସୃଷ୍ଟି ଉପରେ ଦୃଷ୍ଟିନିବଦ୍ଧ କରାଯାଉଛି । ବିଏଆଇଏଫ ଇନଷ୍ଟିଚୁ୍ୟଟ ଫର ସଷ୍ଟେନେବଲ ଲାଇଭଲିହୁଡ ଆଣ୍ଡ ଡେଭଲପମେଣ୍ଟ (ବିଆଇଏସଏଲଡି) ସହଭାଗୀତାରେ କାର୍ଯ୍ୟକାରୀ କରାଯାଉଥିବା ଏହି ପ୍ରକଳ୍ପ ସମୁଦାୟ ସମ୍ବଲପୁର ଜିଲ୍ଲାରେ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଉଲ୍ଲେଖନୀୟ ପ୍ରଭାବ ପକାଇଛି ।

ସମାବେଶୀ ଗୋଷ୍ଠୀ ଅଭିବୃଦ୍ଧି ନିମନ୍ତେ କମ୍ପାନୀର ପ୍ରତିବଦ୍ଧତା ଉପରେ ଗୁୁରୁତ୍ୱ ଦେଇ ଶ୍ରୀ ଦେବାଶିଷ ମଲିକ, ୟୁନିଟ ହେଡ, ହିଣ୍ଡାଲକୋ ହୀରାକୁଦ କଂପ୍ଲେକ୍ସ କହିଥିଲେ, “ଆମେ କେବଳ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରୁନାହୁଁ, ତାହାସହିତ ଆମେ କୃଷିର ବିକାଶ କ୍ଷେତ୍ରରେ ଗଭୀର ଭାବରେ ନିବେଶ କରିଛୁ । ଗୋଷ୍ଠୀର ଦୀର୍ଘସ୍ଥାୀ ଏବଂ ସାମଗ୍ରିକ ପ୍ରଗତି ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ହୋଇଛି । ଏହି ପ୍ରକଳ୍ପ ଏକ ପୂର୍ଣ୍ଣାଙ୍ଗ ବିକାଶ ଆଭିମୁଖ୍ୟ ମୂଳମନ୍ତ୍ରକୁ ନେଇ କାର୍ଯ୍ୟକାରୀ କରାଯାଉଥିବାବେଳେ ଏହା ଉନ୍ନତି କୃଷି କାର୍ଯ୍ୟାଭ୍ୟାସ, ଶସ୍ୟ ବିବିଧକରଣ ଏବଂ ବୈଜ୍ଞାନିକ ଉପାୟରେ ପଶୁସମ୍ପଦ ପରିଚାଳନାକୁ ପ୍ରୋତ୍ସାହିତ କରି କୃଷକମାନଙ୍କ ଉତ୍‌ଥାନ ନିମନ୍ତେ ପୂର୍ଣ୍ଣାଙ୍ଗ ବିକାଶ ଆଭିମୁଖ୍ୟ ରଖିଛି, ଏବଂ ସେହି ସମୟରେ ସରକାରୀ ଯୋଜନାରଗୁଡିକ ସୁଯୋଗ ଯେଭଳି ସମସ୍ତେ ନେଇପାରିବେ ଏବଂ ସେଥିରେ ଗୋଷ୍ଠୀ ଅଂଶଗ୍ରହଣକୁ ସୁଦୃଢ କରିବା ମଧ୍ୟ ସୁନିଶ୍ଚିତ କରୁଛି,” ବୋଲି ଶ୍ରୀ ମଲିକ କହିଥିଲେ ।

ଏହି ପ୍ରକଳ୍ପର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ମଧ୍ୟରେ ସମନ୍ୱିତ ପୋଷକ ପରିଚାଳନା (ଆଇଏନଏମ) ଏବଂ ସମନ୍ୱିତ କୀଟ ପୋକ ପରିଚାଳନା (ଆଇପିଏମ) ଜରିଆରେ ଆଧୁନିକ ଏବଂ ଦୀର୍ଘସ୍ଥାୟୀ କୃଷି କାର୍ଯ୍ୟକୁ ପ୍ରୋତ୍ସାହନ, କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଓୟୁଏଟି (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳ) ଚିପିଲିମା ଏବଂ ମତ୍ସ୍ୟ ବିଭାଗ ଆଦି ଜରିଆରେ ତାଲିମ ଓ କ୍ଷେତ୍ର ପ୍ରଦର୍ଶନ ଭିତ୍ତିକ ଗସ୍ତ, ୪୦୦ରୁ ଅଧିକ କୃଷକଙ୍କ ନିକଟରେ ସଫଳତାର ସହିତ ପହଞ୍ଚିଥିବାବେଳେ ଆଗାମୀ ତିନିବର୍ଷ ମଧ୍ୟରେ ୧ହଜାର ଲକ୍ଷ୍ୟ ହାସଲ କରିବା; ଭାରତୀୟ ଷ୍ଟେଟବ୍ୟାଙ୍କ ସହଯୋଗୀତାରେ ଶସ୍ୟବୀମା ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ, ଯେଉଁଥିରେ ୬୦ରୁ ଅଧିକ କୃଷକ ପଞ୍ଜିକୃତ ହୋଇସାରିଛନ୍ତି; ଆଦି ଅନ୍ତର୍ଭୁକ୍ତ ।

ଗୋସମ୍ପଦ କ୍ଷେତ୍ରରେ କୃତ୍ରିମ ପ୍ରଜନନ ଏବଂ ପ୍ରଜାତିରେ ଉନ୍ନତିକରଣ କାର୍ଯ୍ୟ ଆତ୍ମନିଯୁକ୍ତ ଯୁବବର୍ଗଙ୍କ ଦ୍ୱାରା ପରିଚାଳିତ ପଶୁସମ୍ପଦ ବିକାଶ କେନ୍ଦ୍ରଗୁଡିକ ଜରିଆରେ ସୁଗମ କରାଯାଉଛି, ଯେଉଁଥିରେ ୩୦୦ରୁ ଅଧିକ ପଶୁସମ୍ପଦ ଏବଂ ୬୦ ପରିବାରକୁ ଲକ୍ଷ୍ୟ ରଖାଯାଇଛି । ବୈଜ୍ଞାନିକ ଉପାୟରେ ଡାଏରୀ ପରିଚାଳନା ପ୍ରଦର୍ଶନ କରିବାକୁ ଅଧିକ ଦୁଗ୍ଧ ପ୍ରଦାନକାରୀ ଗାଈଙ୍କୁ ନେଇ ଏକ ମଡେଲ ଡାଏରୀ ଫାର୍ମ ସ୍ଥାପନ କରାଯାଉଛି । ଅତିରିକ୍ତ ପ୍ରୟାସଗୁଡିକ ମଧ୍ୟରେ ଘର ପଛପଟ ବାଡିରେ ୫୦ ପରିବାରଙ୍କ ନିମନ୍ତେ କୁକୁଡା ପାଳନ, ଆୟ ସୃଷ୍ଟି ନିମନ୍ତେ ୧୫୦୦-ପକ୍ଷୀ ବ୍ୟବସାୟିକ କୁକୁଡା ପାଳନ ୟୁନିଟ ଏବଂ ଏକ ଆବର୍ତ୍ତୀ ମଡେଲ ଜରିଆରେ ୩୭ ପରିବାର ଉପକୃତ ହେଉଥିବା ଏକ ଛେଳି ପାଳନ ବିକାଶ କାର୍ଯ୍ୟକ୍ରମ ଆଦି ଅନ୍ତର୍ଭୁକ୍ତ ।

ଆଜୋଲା, ମିଠା ମକା ଆଦି ଉଚ୍ଚ ଅମଳକ୍ଷମ କିସମକୁ ଉପଯୋଗ କରି ଘାସ ଚାଷ ଏବଂ ହାଇବ୍ରିଡ ନାପିଏର ଆଦି ଚାଷକୁ ୨୦ଜଣ କୃଷକ ଆପଣେଇ ସାରିଛନ୍ତି, ଯାହା ସେମାନଙ୍କର ଦୁଗ୍ଧ ଉତ୍ପାଦନ ଲାଭରେ ବୃଦ୍ଧି ଘଟାଇଛି । କୃଷି କ୍ଷେତ୍ର ବାହାରେ ଜୀବିକା ଉପାର୍ଜନ ବିକଳ୍ପଗୁଡିକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି, ଯେଉଁଥିରେ ଆଧୁନିକ ପଦ୍ଧତିରେ ଛତୁ ଚାଷ ଅନ୍ତର୍ଭୁକ୍ତ ଏବଂ ଏଥିରେ ୧୦୦ ପରିବାରକୁ ତାଲିମ ପ୍ରଦାନ କରାଯାଉଛି ଏବଂ ଏସଏଚଜି ଅଂଶଗ୍ରହଣ ଜରିଆରେ ଦୁଇଟି ବ୍ୟବସାୟିକ ୟୁନିଟ କାର୍ଯ୍ୟକ୍ଷମ ହୋଇସାରିଛି ।

ଲାରପଙ୍କ ଗ୍ରାମର କୃଷକ ଶ୍ରୀ ନିରଞ୍ଜନ ସାହୁ ଏହି ପ୍ରୟାସ କିଭଳି ତାଙ୍କର ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିଛି ତାହା ପ୍ରକାଶ କରି କହିଥିଲେ ଯେ, “ହିଣ୍ଡାଲକୋର ପ୍ରୟାସ ପରେ ଆମର ଆୟ ବୃଦ୍ଧିପାଇଛି । ସେମାନେ ଉତ୍ତମ ମାନର ବିହନ ଏବଂ ଉଦ୍ଭିଦ ଚାରା ଯୋଗାଇ ଦେଉଛନ୍ତି ଯେଉଁଗୁଡିକ ସୁନ୍ଦର ଭାବରେ ବଢୁଛି । ଫଳସ୍ୱରୂପ ଆମର ପନିପରିବା ଉତ୍ପାଦନ ବୃଦ୍ଧିପାଇଛି, ଏବଂ ଏହା ଫଳରେ ଉପାର୍ଜନ ମଧ୍ୟ ଅଧିକ ହେଉଛି,” ବୋଲି ସେ କହିଥିଲେ ।

ଏହାକୁ ସମର୍ଥନ କରି ଶ୍ରୀମତୀ ମୋସମୀ ସେରପେଟା, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ସମ୍ବଲପୁର ଏହାର ପରିବେଶ ଏବଂ ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ପଡୁଥିବା ବିସ୍ତାରିତ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । “ହିଣ୍ଡାଲକୋ ସମର୍ଥନରେ ଶସ୍ୟ ବିବିଧକରଣକୁ ପ୍ରୋତ୍ସାହିତ କରାଯାଉଛି ଯାହା ମୃତ୍ତିକାର ଉର୍ବରତାକୁ ସଂରକ୍ଷିତ ରଖୁଛି । ଅର୍ଥକାରୀ ଫସଲ ଉତ୍ପାଦନ ନିମନ୍ତେ ପ୍ରୋତ୍ସାହନ ମଧ୍ୟ କୃଷକମାନଙ୍କୁ ତତ୍‌କ୍ଷଣାତ ଓ ଅତିରିକ୍ତ ଆୟ ଆଣିଦେଉଛି,” ବୋଲି ସେ ଉଲ୍ଲେଖ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version