No Result
View All Result
ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରଦେଶ କଂଗ୍ରେସସ କମିଟି ର ସଭାପତି ,ଜନମାନସ ର ନେତା ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ନୟାଗଡ ଜିଲ୍ଲା ସଂଯୋଜକ ଭାବେ ସତ୍ୟବ୍ରତ ନାୟକ ଙ୍କୁ ନିଁଯ୍ୟୁକ୍ତି ଦେଇଥିବାରୁ କଂଗ୍ରେସ ସାଙ୍ଗଠନିକ ସଭା ରେ ତାଙ୍କୁ ସ୍ୱାଗତ କରାଗଲା l ଶ୍ରୀ ସତ୍ୟବ୍ରତ ନାୟକ ସଂଯୋଜକ ଭାବର ଦାୟିତ୍ୱ ପାଇ ନୂତନ ଭାବେ ଆଜି ସାଙ୍ଗଠନିକ କାର୍ଯ୍ୟ କ୍ରମ ଆରମ୍ଭ କରିବା ସହିତ ନୟାଗଡ ଜିଲା ର ୪ ଗୋଟି ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ର ସାଙ୍ଗଠନିକ କାର୍ଯ୍ୟକ୍ରମ କିଭଳି ମଜବୁତ ହବ ଶ୍ରୀ ନାୟକ ମତ ପ୍ରକାଶ କରିବା ସହିତ ୮ ଗୋଟି ବ୍ଲକ ଓ ୩ଟି ଏନସି ଗୋଟିଏ ମୁନିସିପାଲିଟି ରେ ,
ପ୍ରଦେଶ କଂଗ୍ରେସସ କମିଟି ସଭାପତି ଙ୍କ ବାର୍ତାକୁ କଂଗ୍ରେସ କର୍ମୀ ମାନଙ୍କ ନିକଟରେ ପହଂଚେଇଁବା ପାଇଁ ସଂକଳ୍ପ ବାଦ୍ଧ ଏହି ସଭା ରେ କଂଗ୍ରେସ ବରିଷ୍ଠ ନେତାପୂର୍ବତନ ସଭାପତି ରଂଜିତ ଦାସ ଓ ପିସିସି ମେମ୍ବର ସଂଯୋଜକ ଙ୍କୁ ଦୃଢ ସମର୍ଥନ ଜଣେଇବା ସହ ସଂଗଠନ କିଭଳି ଭାବେ ମଜବୁତ ହବ ..ସେ ବିଷୟରେ,ରଂଜିତ ଦାସ ହୁସେନ ଖାଁ ମତ ପ୍ରକାଶ କରିଥିଲେ ।
ଏଥିରେ ଉପସ୍ଥିତ ଥିଲେ ,ମନୋଜ କୁମାର ସାହୁ ,ପୂର୍ବତନ ସଭାପତି ,ବିଭୂପ୍ରସାଦ ମିଶ୍ର ,ବିନୋଦିନୀ ମହାନ୍ତି , , ଓଡଗାଁ ବ୍ଲକ ସଭାପତି ପୁର୍ଣ ଚନ୍ଦ୍ର ନାୟକ ,ସତ୍ୟରଞ୍ଜନ ମତ୍ତା,ବସନ୍ତ ମହାରଣା ,ବସନ୍ତ କର ,ପୀତବାଶ ଖୁଣ୍ଟିଆ,ସରଣକୂଳ ସମିତି ସଭ୍ୟ ପ୍ରତୀକ ମହାପାତ୍ର ,ବାଳକୃଷ୍ଣ ଷଡ଼ଙ୍ଗୀ ,ମିର ଅଵୁବକର ଶିଧିକ ,ସୁକାନ୍ତ ଶତପଥି ,ପ୍ରକାଶ ଚନ୍ଦ୍ର ନାୟକ,ଦଳିତ ସଭାପତି ଉପେନ୍ଦ୍ର ବେହେରା ,ଆମଜାତ ଖାନ, intuc ର ଆଲୋକ ଚନ୍ଦ୍ର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପ୍ରତାପ ପ୍ରଧାନ ଏବଂ ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ ।

No Result
View All Result